ଡମ୍ବଗୁଡା ଦୁର୍ଗମ ଅଞ୍ଚଳରେ ଟିକା କରଣ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡମ୍ବଗୁଡା ପଞ୍ଚାୟତ ଅତି ଦୁଗମ ଅଞ୍ଚଳରେ ଟିକା କରଣ ଆରମ୍ଭ ହୋଇ ଛି ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଟିକା କରଣ ଆରମ୍ଭ ହୋଇଥିଲା । ଶାନ୍ତି ଶୃଙ୍ଖଳିତ ଭାବେ ଟିକା ଭାଗ ନେଇଥିଲେ, ଝିଲିକି, ବୁଢାନେଳୀ, ସାରକା, ଗୋଲାପାଜୁ, ଉପର ଗୋଲାପାଜୁ, ଖାରିଚୁଆ, ଗୁଡିରିପଦର ଗ୍ରାମ ଲୋକ ଆସି ନେଇ ଥିଲେ ଟିକା ଏନମ ଉମିଳା ମାଳ ବିଷୋଇ, ହେଲଥି ୱକ ଅଶୋକ କୁମାର ପ୍ରଧାନ,ଅୱନବାଡି ସବିତା ମଲ୍ଲିକ, ଆଶା ରୁବିତା ବଳିଆର ସଂ ଉପସ୍ଥିତ ଥିଲେ ଘର ବୋଲି ବୋଲି ଡାକି ଥିଲେ ।


