କଳିଆପଟ କୋଭିଡ ମେଡ଼ିକାଲ ପରିଦର୍ଶନ କଲେ ଜିଲ୍ଲାପାଳ
ମୋହନା, (ଅଂଶୁମାନ ପଣ୍ଡା) :ଗଜପତି ଜିଲ୍ଲା ରେ ପୁଣି ହୁ ହୁ ହୋଇ ବଡି ଚାଲିଛି I ଆକ୍ରାନ୍ତ ସଂଖ୍ୟା ଯାହାକୁ ନେଇ ସରକାର ଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ସଜାଗ ରହିବା ସହ କୋଭିଡ ମେଡ଼ିକାଲ କେନ୍ଦ୍ର ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଧେଶ ହେବା ପରେ ମୋହନା ବ୍ଲକ ର କାଳିଆପଟା ଠାରେ ଥିବା ଆଇଟିଆଇ ବିଦ୍ୟାଳୟ ରେ କୋଭିଡ ମେଡ଼ିକାଲ ବନ୍ଦ କରାଯାଇଥିଲା I ତାହାକୁ ଫୁଣି ତଦାରଖ କରି ଖୁଲା ଯାଇଛି ପ୍ରଥମ ଦିନ ବିଡିଓ ତପସିନୀ ହଂସଦା ଓ ମେଡ଼ିକାଲ ଟିମ ପରିଦର୍ଶନ କରି ଫେରିବା ପରେ ଜିଲ୍ଲା ପାଳ ଲିଙ୍ଗରାଜ ପଣ୍ଡା ଗସ୍ଥ କରି ଦେଖୁଛନ୍ତି ଏବଂ ତିନି ଡାକ୍ତର ଓ ମେଡ଼ିକାଲ କର୍ମଚାରୀ ଙ୍କୁ ନ୍ୟାଜିତ କରାଯାଇଥିବା ମେଡ଼ିକାଲ ପକ୍ଷରୁ ସୂଚନା ମିଳିଛି I ଏହି ଗସ୍ତରେ ମେଡ଼ିକାଲ ଅଧିକାରିଣୀ ନମିତା ପଣ୍ଡା, ବିଡିଓ ତ୍ୱପସ୍ପିନି ହଂସଦା, ଡାକ୍ତର ଏମ୍ ଶିବରାମ, ସକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ I


