ବିଜେଡ଼ି କାର୍ଯ୍ୟାଳୟ ଉଦ୍ ଘାଟନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ହାଇଟେକ୍ ପ୍ଲାଜା ଠାରେ ବିଜେଡ଼ି କାର୍ଯ୍ୟଳୟ ଉଦ୍ ଘାଟନ ହୋଇଛି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟଳୟ ଟିକୁ ଉଦ୍ ଘାଟନ କରିଥିଲେ । ହାଇଟେକ୍ ଅଧକ୍ଷ ଡ.ତିରୁପତି ପାଣିଗ୍ରାହୀ ଙ୍କ ପୌରହିତ ରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବହୁ ଦଳୀୟ ନେତା ଓ କର୍ମୀ ମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟାଳୟ ଟି ପୂରାପୂରି ନୂତନ ଢଙ୍ଗରେ କମ୍ପୁଟର ଗୁଡିକୁ ଲୋଗାଯାଇ କୋଠରି ଟିକୁ ୱାଇଫାଇ ମାଧ୍ୟମରେ ନିର୍ମାଣ କୋରାଯାଇଛି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଅନ୍ତର୍ଯାମୀ ଗମାଙ୍ଗ, ବସନ୍ତ ଦାସ, ରାଜକୁମାରୀ କଲ୍ୟାଣୀ ଦେବୀ , ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


