ଡିଏସ୍‌ପି ଅଜୟ ମିଶ୍ର ପାଇବେ ପୋଲିସ୍ ମେଡାଲ ପୁରସ୍କାର

ଛତ୍ରପୁର, (ଦେବଦତ୍ତ ମହାରଣା) :-ସାଧାରଣତନ୍ତ୍ର ଦିବସ ଅବସରରେ ଉକ୍ତୃଷ୍ଠ ସେବା ପାଇଁ ପୋଲିସ୍ ମେଡାଲ (ପୋଲିସ୍ ମେରିଟେରିୟସ୍‌) ପାଇବା ପାଇଁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଉପ-ଅଧୀକ୍ଷକ (ଡିଆଇବି) ଅଜୟ କୁମାର ମିଶ୍ର ମନୋନୀତ ହୋଇଛନ୍ତି । ଆଜି ଓ ଗଞ୍ଜାମ ଏସପିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବା, କୋଭିଡ୍ ମହାମାରୀ ସମୟରେ ସଠିକ୍ ପରିଚାଳନା, ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସୂଚାରୁ ରୂପେ ତୁଲାଇଥିବାରୁ ଏହି ପୁରସ୍କାର ପାଇଁ ଶ୍ରୀ ମିଶ୍ର ମନୋନୀତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ