ସରିଲା ପଞ୍ଚାୟ ନିର୍ବାଚନ ଫଳାଫଳ ଘୋଷଣା ଏବେ ବ୍ଲକ ଅଦକ୍ଷ୍ୟା ପାଇଁ ଅଙ୍କ କଷା

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସାରିଥିବା ବେଳେ ଫଳାଫଳ ଘୋଷଣା ମଧ୍ୟ ହୋଇସାରିଛି I କିଏ ତ ନିଜ ସମର୍ଥକ ଙ୍କୁ ନେଇ ବିଜୟ ଉଚ୍ଚବ ପାଳି ଥିବା ବେଳେ କିଏ ନିଜ ମାନସିକ ପୂରଣ ପରେ ଠାକୂର ଙ୍କ ନିକଟରେ ଭୋଗ ଲଗୁଛନ୍ତି I ମୋହନା ବ୍ଲକ ର ତିନଟି ଜୋନ ରେ ଭୋଟ ଗଣତି ସାରିଥିବା ବେଳେ ଏବେ ନୂଆ ମୁଁହଁ ଦେଖିବାକୁ ମିଳିବ ଅନେକ ପଞ୍ଚାୟତ ରେ ସରପଞ୍ଚ ସମିତି ୱାଡ଼ ସଭ୍ୟ କିଏ ତ ନିଜ ପ୍ରତିଶୃତି ପୂରଣ କରିବା ପାଇଁ ଉର୍ଣ୍ଣତି ମୁଳକ କାମ କରିବା ପାଇଁ ଭୋଟ ର ଙ୍କୁ ବଚନ ଦେଇଛନ୍ତି ତାହା କେତେ ଦୂର ପୂରଣ ହେବ ତାକୁ ଅପେକ୍ଷା ଥିବା ବେଳେ ବିଜୟ ହୋଇଥିବା ସମିତି ସଭ୍ୟ ମାନଙ୍କୁ ନେଇ ଏବେ ଚାଲିଛି ଅଙ୍କ କଷା କିଏ ହେବ ୩୯ଟି ପଂଚାୟତ ର ରାଜା ଅର୍ଥାତ ବ୍ଲକ ଅଦକ୍ଷ୍ୟା ଗତ ଜୁଯୋନ ରେ ବିଜେଡି ପାର୍ଥିନୀ ସୁଖୀ ଶବର ଙ୍କୁ ଦଳ ବ୍ଲକ ଅଦକ୍ଷ୍ୟା ପଦବୀ ରେ ବସାଇ ଥିଲେ କିନ୍ତୁ ଉର୍ଣ୍ଣତି କାମ ହୋଇ ପାରିନଥିଲା I ବର୍ତ୍ତମାନ କଂଗ୍ରେସ ଓ ବିଜେଡ଼ି ମଧ୍ୟ ସମିତି ସଭ୍ୟ ଙ୍କୁ ନେଇ ଚାଲିଛି ଲୁଚକାଳି କିଏ ଅଧିକ ସମିତି ସଭ୍ୟ ନେବେ ସିଏ ହେବ ବ୍ଲକ ଅଦକ୍ଷ୍ୟା କିଏ ହେବ ଶିକ୍ଷିତ ଓ ଅଞ୍ଚଳ ର ବିକାଶ କୁ ଆଗକୁ ନେବା ପାଇଁ ନେତା କଂଗ୍ରେସ ବିଜେପି ଜିଲ୍ଲା ପରିଷଦ ପଦବୀ ହାରିଥିଲେ ମଧ୍ୟ ଏବେ ବ୍ଲକ ଅଦକ୍ଷ୍ୟା ଗଡ଼ିବାରେ ଆଗରେ ପ୍ରତେକ ବ୍ଲକ ରେ ବୋଲି ଚର୍ଚ୍ଚା ଜୋର ଧରିଛି ଅଂଚଳରେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ