ଦେଶ ବିଦେଶ ଜାପାନରେ ଭୟାବହ ଭୂମିକମ୍ପ : ରିକ୍ଟର ସ୍କେଲରେ ତିବ୍ରତା ୭.୧ 16/03/2022 YWPSENU8 0 Comments ଜାପାନରେ ଭୟାବହ ଭୂମିକମ୍ପ : ରିକ୍ଟର ସ୍କେଲରେ ତିବ୍ରତା ୭.୧ ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଜାପାନରେ ଭୟାବହ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୧ ବୋଲି ଜଣା ପଡ଼ିଛି ଟୋକିଓ ଠାରୁ ୨୯୭ କିମି ଉତ୍ତର ପୂର୍ବ ଦିଗରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି । Spread the love