ଭୋଟ ଦାନ କେନ୍ଦ୍ର ରେ ଯୁବକଙ୍କୁ ମରଣ।ଆତ୍ମକ ଆକ୍ରମଣ
ଧମାନଗର, (ସନ୍ତୋଷ କୁମାର ପ୍ରଧାନ) : ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମନଗର ନିର୍ବାଚନ ମଣ୍ଡଳୀରେ ଥିବା ଏକମାତ୍ର ପୌରପାଳିକା ନିର୍ବାଚନ ମତଦାନ ଶାନ୍ତି ଶୃଙ୍ଖଳାରେ ଚାଲୁଥିବା ବେଳେ ବୁଥ ନମ୍ବର ୧୬ୱାର୍ଡ ନମ୍ବର ୯ ବଜାର ସାହି ର ବାସିନ୍ଦା ରମେଶ ଚନ୍ଦ୍ର ପଲ୍ଲାଇ (ପାନ୍) ପିତା ସନ୍ତୋଷ ପାଲ୍ଲାଇ ଙ୍କୁ ଧାମନଗର କଂସେଇ ସାହିର ଅସ୍ତାକ ନାମକ ମୁସଲିମ ଯୁବକ ଛୁରୀ ମାରି ପେଟରେ ଏପଟ ସେପଟ ଫୁଟାଇ ଦେବା ସହିତ ଅନ୍ତବୁଜୁଳା କଡିଦେଇ ଛନ୍ତି। ପିଲାଟି ଜୀବନ ମରଣ ସହ ଲଢେ଼ଇ କରିବା ସହିତ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ କୁ ସ୍ଥାନାନ୍ତରିତ ହେଉଥିବା ବେଳେ ରାସ୍ତାରେ ପିଲାଟି ମୃତ୍ୟୁ ଘଟିଛି ବୋଲି ଶୁଣିବାକୁ ମିଳୁଛି।ଏଥିପାଇଁ ଧାମନଗର ବଜାର ସହିତ ଥାନା ରେ କିଭଳି ଭାବେ ଉତ୍ତେଜନା ସିଧା ସଳଖ ଦେଖନ୍ତୁ। ଏହା ସହିତ ବୁଥ ନମ୍ବର ୧୬ ଟିରେ ମତଦାନ କୁ ବନ୍ଦକରିବା ସହିତ ଘଟଣା ସ୍ଥଳରେ ଭଦ୍ରକ sp ଚରଣ ସିଂହ ମୀନା ଆସିପହଞ୍ଚି ଉପୁଜିଥିବା ଉତ୍ତେଜନା ଆୟତ କରିବାକୁ ଚେଷ୍ଟା କରିଛନ୍ତି। ଫୋଟ ଜାଇଛି


