ଶ୍ରୀ ନୀଳକଣ୍ଠେଶ୍ୱର ଲୟର୍ସ ଆସୋସିଏସନର 5ମ ବାର୍ଷିକ ଉତ୍ସବ ଆସନ୍ତା କାଲି

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଶ୍ରୀ ନୀଳକଣ୍ଠେଶ୍ୱର ଲୟର୍ସ ଆସୋସିଏସନର 5ମ ବାର୍ଷିକ ଉତ୍ସବ ଆସନ୍ତା କାଲି ଅର୍ଥାତ 1st ଏପ୍ରିଲ(ଶୁକ୍ରବାର)ରେ ସ୍ତାନୀୟ ନୀଳକଣ୍ଠନଗର ହାଉସିଂ ବୋର୍ଡ ଫାଷ୍ଟ ପାର୍କ ନିକଟରେ ସନ୍ଧ୍ୟା 6 ଟା ସମୟରେ ଅନୁଷ୍ଠିତ ହେବ । ଏଥିରେ ଵ୍ରହ୍ମପୁର SP ପିନାକ ମିଶ୍ର, BMC କମିଶନର ସିଦ୍ଧଶ୍ୱର ବଳିରାମ ଵୋନ୍ଦର ଏବଂ ଵ୍ରହ୍ମପୁର ଉପଜିଲ୍ଲାପାଳ ଭି କୀର୍ତିଭାସନ ଅତିଥି ଭାବେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ସହରର ସମସ୍ତ ବୈଦୁତିକ , ଛାପା ଏବଂ ୱେବ ମିଡ଼ିଆ ବନ୍ଧୁମାନେ ଉପସ୍ଥିତ ରହିବେ ବୋଲି ଅନୁରୋଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ