ଅଟ ପାଇଁ ବଡୁଛି ଟ୍ରାଫିକ ସମସ୍ୟା
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ଉପରେ ପ୍ରତେକ ଦିନ ସହ ସହ ଯାନବାହାନ ଚଳାଚଳ କରନ୍ତି ଏପରିକି ଏହି ରାସ୍ତା ଟି ବ୍ରହ୍ମପୁର ଠାରୁ ରାୟଗଡା ସଂଜଗ କରୁଥିବା ବେଳେ ପ୍ରତେକ ଦିନ ବହୁ ସଂଖ୍ୟକ ଲୋକେ ମୋହନା ବଜାର ଉପରେ ନିର୍ଭୟ କରନ୍ତି ହେଲେ ଅତି ଆବଶ୍ୟକ ସ୍ଥଳେ ସରକାରୀ କାମରେ ଆସିବା ବେଳେ ଅନେକ ଲୋକେ ଟ୍ରାଫିକ ସମସ୍ୟାର ସମୁଖୀନ ହେଉଛନ୍ତି ସାଧାରଣ ଲୋକଙ୍କୁ ଠୁ ନେଇ ଛାତ୍ର ଛାତ୍ରୀ ଓ ଆମ୍ବୁଲାନ୍ସ ସେବା ଅଟ ଚାଳକଙ୍କ ବେପରୁଆ ଗାଡି ଚଲା ପାଇଁ ଅସୁବିଧାର ସମୁଖୀନ ହୁଅନ୍ତି ଲୋକେ ବହୁ ସମୟ ଧରି ଅଟ ଗୁଡିକ ରାସ୍ତା ମଝିରେ ଠିଆ କରି ରଖନ୍ତି ଏବଂ ରାସ୍ତା ରେ ଟ୍ରାଫିକ ନିୟମ ଉଲଂଘନ କରି ଗାଡ଼ି ଗଡଉଛନ୍ତି ସେତିକି ନୁହେଁ ଅଟ ଚଳାଉଥିବା ଚାଳକ ମାନଙ୍କ ପ୍ରମାଣ ପତ୍ର ନଥାଇ ଦୃତ ଗତି ରେ ଅଟ ଚଳୁଛନ୍ତି ଯାହା ଦ୍ୱାରା ଦୃଘଟଣା ର ଶିକାର ହେଉଛନ୍ତି ସାଧାରଣ ଲୋକେ ତେଣୁ ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେଇ ଟ୍ରାଫିକ ସମସ୍ୟା ଦୁର କରିବା ସହ ବିନା ପ୍ରମାଣ ପତ୍ରରେ ଅଟ ଚଳାଉଥିବା ଚାଳକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ବୋଲି ସାଧାରଣରେ ଦାବି ହୋଇଛି