ରୋଟାରୀ କ୍ଲବ ତରଫରୁ ମେଡିକାଲରେ ସଫେଇ କାର୍ଯ୍ୟ

ଛତ୍ରପୁର, (ଦେବଦତ୍ତ ମହାରଣା) : ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରୋଟାରୀ କ୍ଲବ ପକ୍ଷରୁ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରୋଟାରୀ କ୍ଲବର ସଭାନେତ୍ରୀ ଏସ୍‌. ରେଖା ମହାନ୍ତି, ୨୦ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ତଥା ରୋଟାରୀ କ୍ଲବର ଉପସଭାପତି ଏମ୍‌. ଧନଞ୍ଜୟ ରେଡ୍ଡି, ରୋଟାରିୟାନ ସୁରଜିତ୍ ସାମନ୍ତରାୟ, ନିରଞ୍ଜନ ପାତ୍ର, କେ. ବାସୁଦେବ ରାଓ, ପ୍ରଶନ୍ନ କୁମାର ପତି, ବିଘ୍ନେଶ୍ୱର ରଥ, ଧିରେନ୍ଦ୍ରନାଥ ପଣ୍ଡା, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ଗୌଡ, ପରିଚାଳକ ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ବହୁ ରୋଟାରିୟାନ ଓ ମେଡିକାଲର କର୍ମଚାରୀ ସାମିଲ୍ ହୋଇ ଚିକିତ୍ସାଳୟ ପରିସରକୁ ସଫେଇ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ