କାଳବୈଶାଖୀ ରେ ଉଡିଲା ଛପର
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ରେ ଗୁରୁବାର ଦିନ ଅପରାହ୍ନ ରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ଘଡଘଡି ହୋଇଥିବା ବେଳେ ମୋହନା ବ୍ଲକ ର ପିଣ୍ଡିକି ପଞ୍ଚାୟତ ର ନାରୀଙ୍ଗି ଗ୍ରାମ ରେ ଏହାର ପ୍ରଭାବ ଦେଖିବାକୁ ମିଳିଛି I କାଳବୈଶାଖୀ ବର୍ଷା ପବନ୍ ରେ ବିରାଟ ବଡ ଗଛ ପଡ଼ି ଶୀମା ଙ୍କ ଦୋକାନ ଉପରେ ପଡ଼ିଥିଲା ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିଲେ ଦୋକାନ ମାଲିକ ସେପରି ଗ୍ରାମ ର ଆଚାରି ନାୟକ ଙ୍କ ଘର ର ଛପର ଉଡେଇ ନେଇଛି ଓ ଗ୍ରାମ ର ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ବିଦ୍ୟୁତ ସଂଜଗ ବିଚ୍ଛିନ୍ ରହିଛି ଗଛ ତଳେ କିଛି ଗୋରୁ ଗାଈ ମଧ୍ୟ ଚାପି ରହିଥିଲେ ଲୋକେ ଉଦ୍ଧାର କରିଛନ୍ତି I


