ଜଙ୍ଗଲ ରାସ୍ତା ରେ ଅଜଣା ବାଇକ୍ ଦେଖି ଲୋକେ ଭୟ
ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୩୨୬ ଠାରୁ ନାରିଙ୍ଗୀ ଗ୍ରାମ କୁ ଯିବା ପ୍ରଧାମନ୍ତ୍ରୀ ସଡ଼କ ମୁଖ୍ୟ ରାସ୍ତା ଜଙ୍ଗଲ ରେ ଏକ ବାଇକ୍ ନଂ ଓଡି ୦୭ ସି ୦୮୪୭ ହିର ଗ୍ଲାମର ବାଇକ୍ ପାଞ୍ଚ ଦିନ ଧରି ପଡି ରହିଛି I ରାସ୍ତା ରେ ଉକ୍ତ ରାସ୍ତା ଦେଇ ପ୍ରତେକ୍ ଦିନ ନାରୀଙ୍ଗୀ , ପ୍ରତାପୁରୁ ଗ୍ରାମ ବାସୀ ମୋହନା ଯାତାୟତ କରନ୍ତି I ହେଲେ ଉକ୍ତ ବାଇକ୍ ଦେଖି ଭୟ ବିତ ହୋଇ ମୋହନା ଥାନା କୁ ଜଣାଇଥିଲେ I ଥାନା ଅଧିକାରୀ ସୁଜିତ କୁମାର ନାୟକ ଙ୍କ ବିଦେଶ କ୍ରମେ ଏସ ଆଇ ଅଭି ପାଣିଗ୍ରାହୀ ଘଟଣା ସ୍ଥଳେ ଜାଇ ବାଇକ୍ ଟିକୁ ଥାନା କୁ ଆଣି ରଖିଛନ୍ତି I


