ଆବର୍ଜନା ପଡିବା ସ୍ଥାନରେ ଅଚାନକ ନିଆଁ ଲାଗିଲା

ଛତ୍ରପୁର, (ଦେବଦତ୍ତ ମହାରଣା) :-ସ୍ଥାନୀୟ ଲେବର କ୍ରସିଂ ନିକଟ ଏକ  ସ୍ଥାନରେ ଛତ୍ରପୁର ଏନଏସି ର ଆବର୍ଜନା ଓ ମଇଳା ଗୁଡିକ  ବହୁ ପଡି ରହୁଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରରେ ଅଚାନକ ନିଆଁ ଲାଗିଯାଇଥିଲା । ଫଳରେ ପାଶ୍ୱର୍ରେ ଥିବା ଏକ ଦୋକାନ କେବିନ ରେ ମଧ୍ୟ ନିଆଁ ଲାଗିଯାଇଥିଲା । ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ