ଅନୁଗୋଳ, (ଜୁଗାବ୍ଦ ନ୍ୟୁଜ୍): ଅନୁଗୋଳ ଜିଲ୍ଳାରେ ତୃତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ଗତକାଲି ଆଠମଲ୍ଲିକ -୬୩ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଥମ ଦିନରେ ପ୍ରଥମ ବ୍ୟକ୍ତି ଏସୟୁସିଆି ପାଟି ତରଫରୁ ବିଧାୟକ ପ୍ରାର୍ଥୀ ଭାବେ ରମଣୀ ରଞ୍ଜନ ପ୍ରଧାନ ପ୍ରାର୍ଥୀପତ୍ର ଦାଲ କରିଛନ୍ତି । ଏହା ଅନୁଗୋଳ ଜିଲ୍ଲାର ପ୍ରଥମ ପ୍ରାର୍ଥୀପତ୍ର ଦାଖଲ ।