ମୋହନlରେ ନୂଆ ଡେଙ୍ଗୁ ଆକ୍ରାନ୍ତ ୬ ଚିହ୍ନଟ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନାରେ ଡେଙ୍ଗୁ ଆତଙ୍କ l ଗତ କିଛି ଦିନ ହେଲା ମୋହନlର କିଛି ଲୋକ ଆକ୍ରାନ୍ତ ହୋଇଥିବା କୁହାଯାଉ ଥିବା ବେଳେ ପ୍ରଶାସନ ତତ୍ପର ହୋଇଛି l ସମବାର ର୍ଦନ ୧୩୮ଜଣଙ୍କ ରକ୍ତ ନମୁନା ପରୀକ୍ଷା କରଯଇଥିଲା ସେଥିରୁ ୩୧ଜଣ ପଯେଟିବ ଥିବା ବେଳେ ଜଣେ ଏକ୍ତିବ ଥିଲେ ଙ୍ଗଳବାର ୫୨ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ୪ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ ବୁଧୁବାର ଦୀନ ୯ନଂ ଓ ୧୨ନଂ ୱାଡ଼ ରେ ପରୀକ୍ଷା କରଯାଇଥିଲା ମୋଟ ୯୬ଜଣ ଅଙ୍କୁ ସେଥି ମଧ୍ୟରୁ ଏ ଏନ୍ସି_୧ପଯେତିବ ୬ବହରିଚି ବୋଲି ବରିଷ୍ଠ ଟେକ୍ନିସିଆନ ଋତୁରାଜ ପାଣିଗ୍ରାହୀ କହିଛନ୍ତି l ଦିନ କୁ ଦୀନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ନୂଆଁ କେସ ଥମିବାର ନା ନେଉନି ଜନ୍ ପ୍ରତିନିଧି ଦଳ ଦାବି ପତ୍ର ଦେବା ପରେ ଜିଲ୍ଲା ପାଳ ଙ୍କ ନିର୍ଦେଶ କ୍ରମେ ଭୁବନେଶ୍ୱର ଏକ ଘରୋଇ ହାଇଟେକ୍ ମେଡ଼ିକାଲରୁ ଟିମ ତିନି ଦିନ ଧରି ଲୋକ ଙ୍କୁ ମାଗଣା ରକ୍ତ ନମୁନା ସଂଗ୍ରହ କରି ସେବା ଯୁଗୌଚନ୍ତି l ଆଜିବି ମୋହନାରେ ଲୋକଙ୍କ ରକ୍ତ ନମୁନା ସଂଗ୍ରହ ଚାଲିଛି l ଡେଙ୍ଗୁ ଆକ୍ରାନ୍ତଙ୍କ ପାଇଁ ମୋହନା ମେଡ଼ିକାଲ ରେ ସ୍ବତନ୍ତ୍ର ୱାର୍ଡ କରଯାଇଛି l ତେବେ ଡେଙ୍ଗୁରେ ୭ ଜଣ ଙ୍କ ମୃତ୍ୟୁ ହୋଇଥିବା ନେଇ ପାରିବାର ପକ୍ଷରୁ ଅଭିଯୋଗ କରୁଥିବା ବେଳେ ସରକାରୀ ସ୍ତର ରେ ବର୍ତ୍ତମାନ ସୁଦ୍ଧା ଘୂଷଣା ହୋଇନି ସେପଟେ ୭ଜଣଙ୍କ ମୃତ ଘଟଣାର ତଦନ୍ତ କରି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଙ୍କୁ ପଠା ଯାଇଥିବା ମେଡ଼ିକାଲ୍ ପକ୍ଷରୁ ସୂଚନା ମେଲିଚି ଦୁଃଖ ର ବିଷୟ ଘୋରଇ ମେଡ଼ିକାଲ୍ ଆସି କେମ୍ପ୍ କରି ଲୋକ ଙ୍କୁ ସୁବିଧା ଦେଉଥିବା ବେଳେ ସେମାନଂକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କି ବ୍ଲକ୍ ସ୍ବାସ୍ଥ୍ୟ ବିଭାଗ କୋଣଶି ସାହଯ୍ୟ କରୁନଥିବା ବେଳେ ଏହି ବିଷୟ ରେ କୋନଶି ଖବର ନଥିବା କହିଛନ୍ତି ମୋହନା ମେଡ଼ିକାଲ୍ ବିଭାଗ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି


