ଭଦ୍ରକ ରାଜ୍ୟ ଦ୍ବିତୀୟ ଦିନରେ ମା’ ଜୟଦୁର୍ଗାଙ୍କ ବଗଳାମୁଖୀ ବେଶ 19/09/202219/09/2022 YWPSENU8 0 Comments ଦ୍ବିତୀୟ ଦିନରେ ମା' ଜୟଦୁର୍ଗାଙ୍କ ବଗଳାମୁଖୀ ବେଶ ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡିରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢାରେ ଥିବା ପାର୍ଶ୍ବଦେବୀ ମା’ ଜୟଦୁର୍ଗାଙ୍କ ଷୋଡଶ ଉପଚାର ପୂଜା ଅବସରରେ ରବିବାର ମା’ଙ୍କୁ ବଗଳାମୁଖୀ ବେଶରେ ସଜ୍ଜିତ କରାଯାଇଛି । Spread the love