ଅପରାଧି ସନ୍ଦେହରେ ୩ ଗିରଫ

କଲମପୁର ଥୁଆମୁଳ ରାମଚନ୍ଦ୍ରପୁର ରାସ୍ତାର ସିଙ୍ଗାରୀ ଘାଟି ରାସ୍ତାରେ କିଛି ଯୁବକ ମୁହଁରେ ରୁମାଲ ଗୁଡାଇ ଅସ୍ତ୍ରଶସ୍ତ୍ର ଧରି ବୁଲୁଥିବା ସମୟରେ ଅପରାଧିକ ଯୋଜନାରେ ୩ ଯୁବକଙ୍କୁ ଥୁଆମୁଳା ରାମପୁର ପୋଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ବୁଧବାର ଦିନ ଜୁନାଗଡ ଲକ୍ଷ୍ମୀସାଗର ପଡାର ଭୂବନେଶ୍ୱର ଖର୍ସେଲ ଓରଫ ଜୁନାଗଡ କାଦୋପଦର ଗ୍ରାମର ବିକାଶ ମାଝି ଓ ବିକାଶ ମାଝି ସିଙ୍ଗାରୀ ଘାଟିରେ କୈାଣସି ଅପରାଧିକ ମାମଲା ଯୋଜନା କରୁଥିବା ସମୟରେ ଜଣେ ଦମ୍ପତିଙ୍କୁ ଫଲୋ କରୁଥିଲେ ଏହା ପରେ ଦମ୍ପତି ଜଣକ ସଂପକୀଁୟଙ୍କୁ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ