କେନ୍ଦ୍ରାପଡ଼ା ରାଜ୍ୟ କେନ୍ଦ୍ରାପଡା କଲେଜ ଏନସିସି ଆଲୁମିନି ଆସୋସିଏସନର ବାର୍ଷିକୋତ୍ସବ ୨୭ରେ 25/11/2022 YWPSENU8 0 Comments କେନ୍ଦ୍ରାପଡା କଲେଜ ଏନସିସି ଆଲୁମିନି ଆସୋସିଏସନର ବାର୍ଷିକୋତ୍ସବ ୨୭ରେ କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା କଲେଜ ଏନସିସି ଆଲୁମିନି ଆସୋସିଏସନ ବାର୍ଷିକୋତ୍ସବ ଆସନ୍ତା ୨୭ତାରିଖ ପୂର୍ବାହ୍ନରେ କଲେଜ ପରିସରରେ ଅନୁଷ୍ଠିତ ହେବ । ଏଥିରେ କଲେଜ ଅଧ୍ୟକ୍ଷ ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଆସୋସିଏସନର ସମ୍ପାଦକ ଚିନ୍ମୟ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି । Spread the love