ନିଆଁଲାଗି ଘର ପୋଡିଯାଇଥିବା ପୀଡିତ ପରିବାରକୁ ଗ୍ରୀନପିସ ଭିଲେଜ ତରଫରୁ ସହାୟତା

ଗଞ୍ଜାମ, (ବିନୋଦ ପଲାଇ):ଗଂଜାମ ବ୍ଲକ ଅନ୍ତର୍ଗତ ଅଇଁଠାବଣ ଗ୍ରାମରେ ନିଆଁ ଲାଗି ଚାରି ବଖରା ଘର ଜଳି ପୋଡି ନଷ୍ଟ ହୋଇଯାଇଥିବା ପୀଡିତ ପରିବାରକୁ ସହାୟତାର ହାତ ବଢ଼ାଇଛି ଗ୍ରୀନପିସ୍ ଭିଲେଜଉଣ୍ଡେସନ। ଏହାର ସଦସ୍ୟ ପ୍ରକାଶ ଚନ୍ଦ୍ର ନାହାକ, ପ୍ରଶାନ୍ତ ଦାସ, ବିଘ୍ନରାଜ ଦାସ, ଚିତ୍ରସେନ ନାହାକ, ମନୋରଞ୍ଜନ ଦଳେଇ, ପ୍ରଗତି ନାହାକ, ସନିଆଁଲାଗି ଘର ପୋଡିଯାଇଥିବା ପୀଡିତ ପରିବାରକୁ ଗ୍ରୀନପିସ ଭିଲେଜ ତରଫରୁ ସହାୟତା ଗଂଜାମ ବ୍ଲକ ଅନ୍ତର୍ଗତ ଅଇଁଠାବଣ ଗ୍ରାମରେ ନିଆଁ ଲାଗି ଚାରି ବଖରା ଘର ଜଳି ପୋଡି ନଷ୍ଟ ହୋଇଯାଇଥିବା ପୀଡିତ ପରିବାରକୁ ସହାୟତାର ହାତ ବଢ଼ାଇଛି ଗ୍ରୀନପିସ୍ ଭିଲେଜଉଣ୍ଡେସନ। ଏହାର ସଦସ୍ୟ ପ୍ରକାଶ ଚନ୍ଦ୍ର ନାହାକ, ପ୍ରଶାନ୍ତ ଦାସ, ବିଘ୍ନରାଜ ଦାସ, ଚିତ୍ରସେନ ନାହାକ, ମନୋରଞ୍ଜନ ଦଳେଇ, ପ୍ରଗତି ନାହାକ, ସିଧେଶ୍ୱର ନାହାକ, ହର ପ୍ରସାଦ ନାହାକ, ଆଦେଶ ନାହାକ, ରାଣୀବର କନାଖାଇ, ନିମୁସୁଳା, ପାଳଧୁଆ ପଲ୍ଲୀ, ଗ୍ରାମକୁଯାଇ ପୀଡିତ ପରିବାରକୁ ପଚାଶଟି କମ୍ବଳ, ଖାଦ୍ୟ ସାମଗ୍ରୀ, ହାଣ୍ଡିଡେକଚି, ଲୁଗାପଟା ପ୍ରଦାନ କରିଥିଲେ। ଏହିଭକି ସାମାଜିକ କାର୍ଯ୍ୟପାଇଁ ଜିପିଭିଏଫ ର ପ୍ରତିଷ୍ଠାତା ପପୀଭାଇ ପ୍ରଶଂସା କରିଥିବା ଦେଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ