ଉପଖଣ୍ଡ ଆରକ୍ଷୀ ଅଧିକାରୀରୋହିତ ବର୍ମାଙ୍କୁ ବିଦାୟକାଳିନ ସମ୍ବର୍ଦ୍ଦନା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଉପଖଣ୍ଡ ଅଧିକାରୀ ରୋହିତବର୍ମା(ଭାରତୀୟ ପ୍ରଶାସନିକ ସେବା) ଉପଖଣ୍ଡ ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ବିଦାୟ କାଳିନ ସମ୍ବର୍ଦ୍ଦନା ଦିଆଯାଇଛି । ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ ସମେତ ତାଙ୍କ ବାପା ରମେଶ ଚନ୍ଦ୍ର ଓ ତାଙ୍କ ମାତା ମଂଜୁ ବର୍ମା ମଂଚାସୀନ ଥିଲେ । ଏହିକା୍‌ର୍ଯ୍ୟକ୍ରମରେ ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ବାବା ଶଙ୍କର ସରାଫ କହିଥିଲେ ଯେ ସାର ଜଣେ ଅତି ଶାନ୍ତଶିଳ ପ୍ରକୃତିର ଏବଂ କଠିନ ପରିଶ୍ରମ କରନ୍ତି ବୋଲି କହିଥିଲେ ।ଏଥିରେ ଉପଖଣ୍ଡର ସମସ୍ତ ଥାନା ଅଧିକାରୀ ,ବାଲିଗୁଡା ବିଡିଓ ଶଶାଙ୍କ ଶେଖର ପାତ୍ର,ସମେତ ଗଣମାଧ୍ୟମ ପ୍ରତିନିଧି ଏବଂ ବାଲିଗୁଡାର ମା ପାଟଖଣ୍ଡା ଦୁର୍ଗାପୁଜା ସମିତିର କର୍ମକ୍ରତା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ