ଯୋଗଦ୍ୱାରା ଶରୀର ଓ ମନ ସୁସ୍ଥ ରହେ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ବୁଲେଟିନ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବମିଖାଲ ଠାରେ ଏକ ଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀ ଙ୍କ ସହିତ ଅନ୍ୟ ପିଲାମାନେ ଯୋଗକରିଥିଲେ. ଶରୀର ଉପରେ ଯୋଗ ଓ ବ୍ୟୟାମ ର ବହୁ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଛି ବୋଲି ସମ୍ପାଦକ ମତ ରଖିବା ସହ ନିଜ ନିଜ ସ୍ତରରେ ସମାଜର ଉନ୍ନତି ପାଇଁ ସମସ୍ତେ ଆଗେଇ ଆସନ୍ତୁ ବୋଲି କହି ଥିଲେ


