ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ଗୋଲଡେନ ଜୁବୁଲି
ବ୍ରହ୍ମପୁର, (ଅନିଲ କୁମାର):ଦ.ଶିବ ପ୍ରସାଦ ବେହେରା, ଦନ୍ତ ଚିକିଛକ, ଡା. ଚକ୍ରଧର ରାଜୁ, ବରିଷ୍ଠ ଚିକିଛକ,,ଡା. କେ.ସୋମେଶ୍ୱର ରାଓ, ବରିଷ୍ଠ ଚିକିଛକ, ଡା.ହେମନ୍ତ କୁମାର ସିଂ, ଶିଶୁ ବିଶେଷଜ୍ଞ ସହକାରୀ ପ୍ରଫେସସର, ଏମ.କେ.ସି.ଜି. ମେଡିକାଲ କଲେଜ, ବ୍ରହ୍ମପୁରଙ୍କୁ ଉତ୍ତରୀୟ ଓ ଫଳକ ଦେଇ ସମ୍ମାନିତ କରିଥିଲେ। କ୍ଲବର ପୂର୍ବତନ ସଭାପତି ଇ.ଟି.ରାଓ, ସମସ୍ତଙ୍କୁ ବୃକ୍ଷ ଚାରା ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟ କ୍ରମରେ କ୍ଲବ ର ଉପସଭାପତି ଯେ.ସୁରେଶ, ସମ୍ପାଦକ ବିଦ୍ୟସାଗର, କୋଷଧକ୍ଷ ପି. କିରଣ କୁମାର, ଡି.ଡି.ମହାନ୍ତି, ବି. ଲଷ୍ମୀନାରାୟନ ସୁବୁଦ୍ଧି, କେ. ଭାରତ କୁମାର ସୁବୁଦ୍ଧି, କେ. ପୁରୁଷୋତ୍ତମ କୁମାର ସୁବୁଦ୍ଧି, ଭି.ଭି. ରାଜୁ, ଇ.ଜଗଡ଼ିଶ୍ୱର ରାଓ, ଏ.ରାମଚନ୍ଦ୍ର ରାଓ ତ.ଶ୍ରୀକାନ୍ତ ସେନାପତି, ବ୍. ପ୍ରବୀଣ କୁମାର ଜି.ମାଲଲେଶ୍ୱର ଗୁପା , କେ. ଆନନ୍ଦ ରାଇ, ଏ.ସତ୍ୟନାରାୟଣ ଗୁପ୍ତା, ଇ.ଲଷ୍ମୀକାନ୍ତ, ପି. ଶ୍ରୀନିବାସ ଓ ଅନ୍ୟାନ୍ୟ ସଭ୍ୟ ସଭ୍ୟା ସହଯୋଗ କରିଥିଲେ। ପରିଶେଷରେ କେ. ନନ୍ଦେଷୁ ସେନାପତି ଧନ୍ୟବାଦ ପ୍ରଦାନ କରିଥିଲେ।


