ଉପ ସ୍ଵାସ୍ଥ୍ୟକେନ୍ଦ୍ର ଗୃହ ପାଇଁ ଶିଳାନ୍ୟାସ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ନିମାପଡା ବ୍ଲକ ବଡ଼ଶିଉଳା ପଞ୍ଚାୟତ ଗଡତରିହ୍ନ ଧନୁଆ ଛକ ଠାରେ ୪୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଉପ ସ୍ଵାସ୍ଥ୍ୟକେନ୍ଦ୍ର ର ନୂତନ ଗୃହ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।ଉକ୍ତ ଶିଳାନ୍ୟାସ ଉତ୍ସବ ରେ ବିଧାୟକ ଶ୍ରୀ ଦାଶ ଙ୍କ ସହିତ ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ,ପୂର୍ବତନ ବ୍ଲକ ଉପାଧକ୍ଷ ଅଜୟ ସ୍ୱାଇଁ,ସରପଞ୍ଚ ଶାନ୍ତି ମହାରୀ,ସମିତି ସଭ୍ୟ ପ୍ରହଲାଦ ମହାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ