ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ପିଲାଙ୍କୁ ମିଳିଲାନି ଖାଦ୍ୟ
ମୋହନା, (ଅଂଶୁମାନ ପଣ୍ଡା):ରାଜ୍ୟ ସରକାର ପ୍ରତ୍ୟକ ଜିଲ୍ଲାର ବ୍ଲକ ସ୍ତରୀୟ ରେ ଥିବା କଲେଜ ଗୁଡିକୁ ୪ ଲକ୍ଷ୍ୟ ଟଙ୍କା ପ୍ରଦାନ କରିଛନ୍ତି ଖେଳ କୁଦ ନାଚ ଗୀତ ସଂଗୀତ ବିଭିନ୍ନ କାର୍ଯ୍ୟକ୍ରମ କରି ପିଲା ଙ୍କୁ ଉଷାୟତ କରିବାସହ ଛାତ୍ର ଛାତ୍ରୀ ଙ୍କୁ ଉଚ୍ଚ ଶିକ୍ଷା ପାଇବା ପାଇଁ କଲେଜ ମୁହାଁ କରିବା ପାଇଁ ଏହି ପ୍ରୟାସ କରିଛନ୍ତି ହେଲେ ଉକ୍ତ କାର୍ଯ୍ୟକ୍ରମ ରେ ମୋହନା ସ୍ଥାନୀୟ ହିଲ ଟପ ମହାବିଦ୍ୟାଳୟ ର ଯୁକ୍ତ ଦୁଇ ବିଭାଗ ରେ ପିଲାଙ୍କୁ ଖାଦ୍ୟ ନଦେଇ ଅଧ୍ୟାପକ ଅଧ୍ୟାପିକା ଅଦକ୍ଷ ଖାଦ୍ୟ ଖାଇଲେ ପିଲା ଙ୍କୁ ଦେଲେନି ଯାହାକୁ ନେଇ ପିଲା ଅଭିଯୋଗ କରିଛନ୍ତି କି କିଛି ପିଲା ଙ୍କୁ 5ଟଙ୍କିଆ ବିଶେକେଟ ଦେଇ ଆଉ କିଛି ପିଲା ଙ୍କୁ ନ ଦେବାରୁ ପିଲା ଭୋକ ରେ ଫେରି ଥିଲେ ଘରକୁ ତେଣୁ ଉକ୍ତ ଟଙ୍କା କୁ ଅଦକ୍ଷ ଓ କିଛି ଅଧ୍ୟାପକ ଲୁଟିଛନ୍ତି ଟଙ୍କା ତାହାରି ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି ପିଲା ମାନେ


