ଆରଏସଏସ ର ପ୍ରହାର ମହାଯଜ୍ଞ

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ପ୍ରହାର ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଡିଆରେ ୫୦ ରୁ ଅଧିକ ସ୍ୱୟଂ ସେବକ ପ୍ରହାର ଯଜ୍ଞରେ ସାମିଲ ହୋଇଥିଲେ l ଆରଏସଏସ ସହ ଜିଲ୍ଲା କାର୍ଯ୍ୟବାହ ପ୍ରଶାନ୍ତ ସୁବୁଦ୍ଧି, ଜିଲ୍ଲା ସମରସତା ପ୍ରମୁଖ ବାବୁଲା ସେଠି, ଆରଏସଏସ କାର୍ଯ୍ୟକର୍ତ୍ତା ଚନ୍ଦନ ପାଣିଗ୍ରାହୀ, ରଞ୍ଜନ ସାହୁ, ପ୍ରଭାତ ପାତ୍ର, ଜିତେନ୍ଦ୍ର ବେହେରା, ସୁଶାନ୍ତ ସାହୁ, ସୁଧୀର ପାଇକ, ମନୋଜ ସାହୁ ପ୍ରମୁଖ ଯୋଗଦେଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ