ବାଳ ମୁକୁନ୍ଦ କେନ୍ଦ୍ର ଦ୍ୱାରା ସଜାଡ଼ିବା ଓ ସାଇତି ରଖିବା ଛାତ୍ର ଜୀବନରେ ଅତି ଗୁରୁତ୍ବପୂର୍ଣ୍ଣ ଅଭ୍ୟାସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଶିଶୁମାନେ କିଭଳି ପ୍ରତ୍ୟେକ ଜିନିଷକୁ ସାଇତି ରଖ୍ ସଜାଡିବେ ଏବଂ ପଢାପଢି କରିବା ଆ ଆବଶ୍ୟକ ତାହାକୁ ସ୍ବାମୀ ମୁକୁନ୍ଦାନ ମୁକୁନ୍ଦାନନ୍ଦ ଜୀଙ୍କ ବାର୍ତ୍ତାକୁ ନେଇ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ରବିବାର ସନ୍ଧ୍ୟାରେ ସ୍ଥାନୀୟ ଆର୍ବନ୍ ଷ୍ଟେଲର ଛାତ୍ରାବାସକୁ ଭ୍ରାମ୍ୟମାଣ କରି ‘ବାଲ୍ ସଂସ୍କାର’ ର’ କାର୍ଯ୍ୟକ୍ରମରେ ଯୋଗଦେଇ ନୈତିକଶିକ୍ଷା ପ୍ରଦାନ କରିଥିଲେ Iଗୀତ ଓ ଗଳୁ ମାଧ୍ୟମରେ ସୁନ୍ଦର ଭାରତର ପରିକଳ୍ପନା କରିବାରେ ଛାତ୍ରମାନଙ୍କର ଭୂମିକା ବିଷୟରେ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଗୀତାଞ୍ଜଳି ବେହେରା ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ