ତପ୍ତପାଣି ଘାଟିରେ ପିକ୍‌ନିକ୍ ବସ୍ ଓଲଟି ୫୦ ଆହତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ନୂଆବର୍ଷ ପୂର୍ବରୁ ରବିବାର ପୃଥକ ସ୍ଥାନରେ ପିକ୍‌ନିକ ବସ୍ ଓଲଟି ୫୦ରୁ ଉର୍ଦ୍ଧ ପର୍ଯ୍ୟଟନ ଆହତ ହୋଇଛନ୍ତି। ଗଜପତି ଜିଲ୍ଲା ବନ ବିଭାଗର ତପ୍ତପାଣି ଓ ମୃଗ ବିହାର ପର୍ଯ୍ୟଟନ କେନ୍ଦ୍ର ନିକଟସ୍ଥ ତପ୍ତପାଣି ଏହି ଦୁର୍ଘଟଣା ଘଟିଛି। ଘାଟି ଠାରେ ଏହି ତପ୍ତପାଣି ଘାଟିରେ ବସ୍ ଓଲଟି ଣ ଆହତ ହୋଇଥିବା ପୁରୁଷୋତ୍ତମପୁରଠାରେ ୧୦ଜଣ ଆହତ ହୋଇଛନ୍ତି। ଉଭୟ ଦୁର୍ଘଟଣାରେ ୧୫ଜଣଙ୍କ ଅନେକ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ନେକ ମହିଳା ଓ ଶିଶୁ ଅଛ ଅଛନ୍ତି।ସୂଚନା ଅନୁସାରେ, ଯାଜପୁର ଢିଲା ଦଶରଥପୁର ବ୍ଲକ ଅନ୍ତର୍ଗତ ପଟଣା ଗ୍ରାମରୁ ୬୦ଜଣ ଯାତ୍ରୀ ଏକ ଘରୋଇ ବସ୍ (ଓଆର୍‌- ୨୨୦-୩୯୯୯)ରେ ଶନିବାର ରାତିରେ ଗଜପତି ଜିଲା ଗିରାଙ୍ଗ ପର୍ଯ୍ୟଟନସ୍ଥଳୀକୁ ପିକ୍‌ନିକ୍ କରିବାକୁ ଆସିଥିରେ। ରବିବାର ଅପରାହରେ ପିକ୍‌ନିକ୍ ସାରି ଫେରୁଥ‌ିବା ବେଳେ ତପ୍ତପାଣି ଘାଟିଠାରେ ବସ୍ତୁଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା.ଫଳରେ ର ପ୍ରାୟ ୪୦ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କ ) ମନୋଜ କୁମାର ଦାସ(୩୮), ରବୀନ୍ଦ୍ର ତୁମାର ଦାସ(୩୭). ସୁଜନ୍ ବାରିକ୍(୧ (୧୮), ଶ୍ରମିକା ନାଥ(୨୨), ଋଷିତା ବେହେରା, ମାନସ ବେହେରା, ନିରୂପମା ପୃଷ୍ଟି(୪୦), ଗୌର ପୃଷ୍ଟି(୧୮), ଅଜୟ କୁମାର ୩ର ପାତ୍ର(୪୫), ଅସିତ୍ କୁମାର ପାତ୍ର, ପ୍ରିୟଙ୍କା ପଙ୍କା ସାହୁ(୧୯), ସୁଶାନ୍ତ ସାହୁ(୩୯) ୩୯)ଙ୍କ ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲ୍‌କୁ ସ୍ଥାନାନ୍ତର ସ୍ଥାନାନ୍ତ କରାଯାଇଛି.ସ୍ଥାନୀୟ ତହସିଲଦାର, ବିଡିଓ ଏବଂ ପୋଲିସ ପହ‌ଞ୍ଚୁ ଆହତମାନଙ୍କ ଚିକିତ୍ସା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି ସେହିପରି ପୁରୁଷୋତ୍ତମପୁର ଥାନା ବାଳିଆ ଛକ ନିକଟରେ ଏକ ବସ୍ ଓଲଟି ୧୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲା ଅନ୍ନପାଳରେ ଥିବା ଉତ୍କଳ କମ୍ପ୍ୟୁଟର ଇନଷ୍ଟିଟୁଟର ପ୍ରାୟ ୪୦ ଛାତ୍ରୀଛାତ୍ର ଶନିବାର ରାତିରେ ଏକ ଘରୋଇ ବସ୍ (ଓଡି ୨୨ ଏଚ୍ ୮୫୧୫)ରେ ତାରାତାରିଣୀ ପୀଠକୁ ଆସି ରବିବାରମା’ଙ୍କ ଦର୍ଶନ କରିଥିଲେ । ରବିବାର ସଜାଳେ ସେମାନେ ଚିଲିକା ଅଭିମୁଖେ ଯିବା ବେଳେ ଚାଳିଆ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଓଲଟି ପଢ଼ିଥୁରା । ଅଗ୍ନିଶମ ବାହିନୀ ପଞ୍ଚୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ପୁରୁଷୋତ୍ତମପୁର ଗୋଷ୍ଠୀ ହାସ୍ଥ୍ୟକେନ୍ଦ୍ରରେ ସେମାନେ ହେଲେ ଭଦ୍ରକ ଚୁନିନ୍ଦା ଧୂରିତା ସାହୁ, କର୍ଣ୍ଣବେଳର ବେହେଲା, ଦମୟନ୍ତୀ ନାୟକ, ଅପନାର ଇଦେଇ କୁମାର ସନ୍ଥ, ଅର୍ଦ୍ଧପାନ ଗ୍ରାମର ସ୍ୱପ୍ଳବତୀ ମାହାଳିକ, ବାଦଲ ମାଦଳିତ, ସ କୁମାର ବେହେରା, ଦୀପା ବେହେରା, ଅକ୍ଷୟ ପୃଷ୍ଟି ହରିପୁର ଗ୍ରାମର ଭକ୍ତିଚନ୍ଦନ ରିଶୂଳ । ମଧୁଲିତା, ଅକ୍ଷୟ ଓ ବୁଦେରଙ୍କୁ ଗୁରୁତର ଅବସ୍ଥାରେ ଏମ୍ଜେସିଳି ମେଡିକାଲରେ ଭର୍ତି କରାଯାଇଛି। କଲିଆର ସାମାଜିକ କର୍ମୀ ଏନ. ରାମଗନ୍ଦ୍ର ରେଡି, ଏନ. କେନପୁର ସରପଞ୍ଚ ରାଜଲକ୍ଷ୍ମୀ ବେହେରା, ସମିତି ସଭ୍ୟ ସାରଳା ବେହେରା ପ୍ରମୁଖ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରି ସେମାନଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିଛନ୍ତି । ପୁରୁଷୋଳମପୁର ଏସ୍‌ଡିପିଓ ରଜନୀକାନ୍ତ ସାମଲ ଓ ଆଇଆଇସି ସମୀର କୁମାର ରାଉତ ପ୍ରମୁଖ ଘଟଣାର ତଦନ୍ତ କରୁଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ