ରାଜ୍ୟ ସ୍ତରୀୟ ସୁବାସ ସ୍ମାରକୀ ସମାରୋହ

ବ୍ରହ୍ମପୁର, (ଅନିଲ କୁମାର):ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ସୁନାମଧନ୍ୟ କଳାକାର,ଗବେଷକ,ଚିକିତ୍ସକ, ସମାଜ ସେବୀ ସ୍ବର୍ଗତ ଡା.ସୁବାଷ ଚନ୍ଦ୍ର ମହାରଣାଙ୍କ ତିରୋଧାନ ଦିବସ ଗଞ୍ଜାମ କଳା ପରିଷଦ ସଭାଗୃହ ବ୍ରହ୍ମପୂର
ଅନୁଷ୍ଠିତ ହୋଇଯାଇଛି।ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ଙ୍କ ପିତା ଙ୍କ ସ୍ମୃତି ରେ ରାଜ୍ୟ ସ୍ତରୀୟ ସୁବାସ ସ୍ମାରକୀ ସମାରୋହ ଅନୁଷ୍ଠିତ କରିଥିଲେ
ମୁଖ୍ୟ ଅତିଥି କିଶର କୁମାର ବେହେରା ପୂର୍ବତନ ଅଧ୍ୟକ୍ଷା ବିଜ୍ଞାନ ମହାବିଦ୍ୟାଳୟ ଛତ୍ରପୁର ,ମୁଖ୍ୟ ବକ୍ତା ଶିଶିର ଦାଶ ସଂସ୍କୃତି ଗବେଷକ ସୋରଡ଼ା,ସମ୍ମାନୀତ ଅତିଥି ଡ଼ ନକୁଳ ସାହୁ ଓ ସମାଜ ସେବୀ ମହେନ୍ଦ୍ର ଜେନା, ଡ଼ କୈଲାଶ ତ୍ରିପାଠୀ ସାହିତ୍ୟ ଗବେଷକ,ଶିକ୍ଷାବିତ୍ ତ୍ରିନାଥ ମହାରଣା ସଭାପତି ରହି ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମ ତୁଲାଇଥିଲେ। ସୁବାଷଙ୍କ ଜୀବନୀ ସହ ସମାଜ ପାଇଁ କିଛି କରିବାର ଆମ ମାନଙ୍କ କ୍ରତବ୍ୟ। ଆଲୋଚନା ହୋଇଥିଲା। ସରା ରାଜ୍ୟ ରୁ ଅନେକ ପ୍ରତିଭା ଙ୍କୁ ସମ୍ବର୍ଦ୍ଧନା କାର ଯାଇଥିଲା। ବରିଷ୍ଠ ସାମ୍ବାଦିକ ସୁଦିପ କୁମାର୍ ସାହୁ ଏଠାରେ ଏକ ଭଜନ ଗାନ କରିଥିବା ବେଳେ ତାଙ୍କୁ ବି ସମ୍ବର୍ଦ୍ଧନା ଦିଆଯାଇଥିଲା । ରଶ୍ମିତା ଦଳାଇ କାର୍ଯ୍ୟକ୍ରମରେ ସଂଯୋଜନା କରି ଥିଲେ ।ଭଦ୍ରକ, ଜଗସିଂ ପୁର, ଢେଙ୍କାନାଳ, ବାଲୁଗାଁ, ଭଞ୍ଜନଗର, ସୋରଡ଼ା, ବ୍ରହ୍ମପୁର ବହୁକଳକାର, ସମାଜସେବୀ ଆସିଥିଲେ
କୁନି କୁନି ପିଲା ମାନେ ଓଡ଼ିଶୀ ନୃତ୍ୟ, ରଣପା, ସଙ୍ଗୀତ, ନୁତ୍ୟ, ଗୀତାର କରିଥଲେ
ସତ୍ୟ ଖରାବେଳେ ନିଜ ଦୋକାନ ସମ୍ମୁଖରେ ଯାତ୍ରୀ ମାନଙ୍କୁ ଦାହିଚଲା, ଛାତ, ଚାଦର, ଟୋପି ବଣ୍ଟନ କରିଥଲେ ଏ ଥିରେ ନିଜ ଭଇ ଅଜୟ କୁମାର ମହାରଣା ସହଯୋଗ କରିଥିଲେ ଏହି ଭଳି କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିଥଲେ ସତ୍ୟଙ୍କୁ
ଜୁନ,ଦିପୁ, ସନ୍ୟା ମଝି, ଶିବରାମ, ବେହେରା ବାବୁ ପଣା ବଣ୍ଟା ରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ