ଯଶୋଦା ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଯଶୋଦା ଫାଉଣ୍ଡେସନ ପକ୍ଷରୁ ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମ ଟ୍ରଷ୍ଟି ସାଗରିକା ପଣ୍ଡା ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି, ଛତ୍ରପୁର ବ୍ଲକ ଅନ୍ତର୍ଗତ ବିରିସିଙ୍ଗପୀଠ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବିପୁଲିଙ୍ଗି ସରପଞ୍ଚ ହିନା ସେଠି, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଶିକ୍ଷାବିତ ସୋମନାଥ ସାହୁ, ଲକ୍ଷ୍ମଣ ସେଠି ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କରିବା ସହିତ ଇନ୍ଦିରାବାସ କଲୋନୀର ମହିଳାମାନଙ୍କୁ ନଡ଼ିଆ ଗଛ ଠାରୁ ଆରମ୍ଭ କରି ବିଭିନ୍ନ ରକମର ଚାରା ବଣ୍ଟନ କରିଥିଲେ, ସମସ୍ତ କାର୍ଯ୍ୟକ୍ରମ କୁ ଟ୍ରଷ୍ଟି ଶ୍ରୀମତୀ ପଣ୍ଡା ଓ ପୁଷ୍ପାଞ୍ଜଳି ସାହୁ ପରିଚାଳନା ରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ