ପାରଳା ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ସହାୟତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ନିର୍ମାଣଧୀନ ଥିବା ଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିଜେ ନିଜକୁ ସାମିଲ କରିବା ପାଇଁ ଭକ୍ତଙ୍କ ସହାୟତାର ହାତ ବଢ଼ି ଚାଲିଛି. ଏନେଇ ପାରଳାଖେମୁଣ୍ଡି ସହରର ମକାତୋଟାମା କଲୋନୀର ଶତାଧିକ ବୟସର ବୃଦ୍ଧା ହରପ୍ରିୟା ବ୍ରହ୍ମ ମନ୍ଦିର ନିର୍ମାଣ ସକାଶେ ୧୦,୧୦୧ ଟଙ୍କା ପ୍ରଦାନ କରିଛନ୍ତି. ମନ୍ଦିର କମିଟି ତରଫରୁ ମନ୍ଦିର ନିର୍ମାଣରେ ସହାଭାଗିତା ହୋଇଥିବା ଏହି ଭକ୍ତଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ