୪୨ ମୌଜାରେ ସାଂସ୍କୃତିକ ମହୋତ୍ସବ,ମୀନ ବଜାର ଓ ସମ୍ବର୍ଧନା ସଭା
କଟକ, (ଯୁଗାବ୍ଦ ନ୍ୟୁଜ):କଟକ ସଦର ୪୨ ମୌଜା ଦହି ଗାଁ ଗ୍ରାମ ଶ୍ରୀ ରାମଲୀଳା ମଣ୍ଡପ ପାଖ ପଡ଼ିଆରେ ୪୨ ମୌଜା ସାଂସ୍କୃତିକ ମହୋତ୍ସବ ଓ ସୁପର ମୀନା ବଜାର କାର୍ଯ୍ୟକ୍ରମ,ସମ୍ବର୍ଧନା ସଭା ଖୁବ୍ ଧୁମଧାମରେ ପାଲିତ ହେଉଛି । ସମ୍ବର୍ଧନା ପର୍ବ,ଆଲୋଚନା ଚକ୍ର, ଓଡ଼ିଶୀ,ସଂଗୀତ,ମ୍ୟାଜିକ ସୋ ଆଦି କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନମୋହୁଛି । ମହୋତ୍ସବ କମିଟିର ସଭାପତି ନାଟ୍ୟକାର ସନ୍ତୋଷ ପତି,ସମ୍ପାଦକ ଦୁର୍ଗା ପ୍ରସାଦ ପତି,ସୁଭକାନ୍ତ ପତି, ତୃପ୍ତି ରଂଜନ ପତି,ଶୁଭାଶିଷ ପତି ରାଧା ଗୋବିନ୍ଦ ପତି ଏବଂ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଏହି ମୀନା ବାଜର ଚଳିତ ମାସ ଛଅ ତାରିଖ ରୁ ଅଠର ପର୍ୟ୍ୟନ୍ତ ଚାଲୁ ରହିବ ।