ସାଂସଦ ପ୍ରତିନିଧି ଭାବେ ଭ୍ରମରବର ଜେନା ଚୟନ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) ଜଗସିଂହପୁର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ ଙ୍କ ପ୍ରତିନିଧି ଭାବେ ପୁର୍ବତନ ମଣ୍ଡଳ ସଭାପତି ତଥା ଦକ୍ଷ ସଙ୍ଗଠକ ଭ୍ରମରବର ଜେନା ବାଲିଦୋକନ ପ୍ରାଇମେରୀ ସ୍ବାସ୍ଥ୍ୟ କେନ୍ଦ୍ର ର ସାଂସଦଙ୍କ ପ୍ରତିନିଧି ଭାବେ ମନୋନୀତ କରାଯାଇଛି। ଏନେଇ ଜଗସିଂହପୁର ସାଂସଦ ତଥା ବରିଷ୍ଠ ବିଜେପି ନେତା ବିଭୁ ପ୍ରସାଦ ତରାଇ ଏକ ଚିଠି ମାଧ୍ୟମରେ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭ୍ରମରବର ଜେନାଙ୍କ କାର୍ଯ୍ୟ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ମାନ୍ୟବର ସାଂସଦ ତାଙ୍କର ପ୍ରତିନିଧି ଭାବେ ମନୋନୀତ କରିଛନ୍ତି। ଏନେଇ ଭ୍ରମରବର ଜେନା ମାନ୍ୟବର ସାଂସଦ ଡକ୍ଟର ବିଭୁ ପ୍ରସାଦ ତରାଇ , ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା , ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝି ଓ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଓ ସୁରେନ୍ଦ୍ର ସେଠୀ ଙ୍କୁ କୃତଜ୍ଞତା ସହ ଧନ୍ୟବାଦ୍ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ