ବୁଲାଗାଈ ଗୋରୁ କବ୍ଜାରେ ବାଣପୁର ମୁଖ୍ୟ ରାସ୍ତା
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ):ଦୀନକୁ ଦୀନ ବାଣପୁର ବାଲୁଗାଁ ମୁଖ୍ୟ ରାସ୍ତାରେ ବୁଲା ଗାଈ ଗୋରୁ ଯୋଗୁ ରାସ୍ତା ରେ ଜାତଆତ ପାଇଁ ଅଞ୍ଚଳ ବାସୀ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉ ଛନ୍ତି l ଖାସ କରି ପଲଟଣ ପଡିଆ ଠାରୁ ଆରମ୍ଭ କରି ବାଣପୁର ର ସବୁ ରାସ୍ତା ବୁଲା ଗୋରୁ ଗାଈ ରାସ୍ତା ମଝିରେ ସୋଇଥିବା ଦେଖିବାକୁ ମିଳୁ ଛି ଯାହାଫଳରେ ଛୋଟବଡ଼ ଦୃଘଟଣା ବେଳେବେଳେ ଘଟୁଛି ଖାସ କରି ସନ୍ଧ୍ୟା ହେଲା ମାତ୍ରକେ ରାସ୍ତା ମଝିରେ ଏହିଦୃଶ୍ୟ ଦେଖିବାକୁ ମିଳୁଛି l ତେବେ ଲୋକମାନେ ଜାତଆତାୟ ରେ ଘୋର ସମସ୍ୟା ସୁଷ୍ଟିହେଉଛି l ଏହି ଅଞ୍ଚଳ ର ଛାତ୍ର ଛାତ୍ରୀ ମାନେ ଟ୍ୟୁଶନ ଶାରୀ ଘର ଫେରନ୍ତି ଏହିରାସ୍ତା ସେମାନଙ୍କ ଜାତ ଆତ ପାଇଁ ମଧ୍ୟ ଅସୁବିଧା ହେଉଛି ବାଣପୁର ଏନସି କର୍ତ୍ତୃପକ୍ଷ ଏସବୁଦେଖିନ ଦେଖିବା ଭଳି ରହୁଥିବା ସାଧାରଣ ଚର୍ଚ୍ଚହେଉଛି l ତେବେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୁଷ୍ଟି ଦେବା ପାଇଁ ସାଧାରଣ ଦାବୀହେଉଛି