ଆମ ଜିଲ୍ଲା କଟକ ରାଜ୍ୟ କଟକରେ ଫୁଡ୍ ସେଫ୍ଟି ଟିମ୍ର ଅଚାନକ ଚଢ଼ାଉ, ସିଲ୍ ହେଲା ହୋଟେଲ୍ 11/02/2026 YWPSENU3 0 Comments Food safety team makes surprise raid in Cuttack, hotel sealed କଟକ, (ଓ୍ବାଇଏନଏସ): କଟକ ମଙ୍ଗଳାବାଗ ମେଡିକାଲ ରୋଡ୍ରେ ରାସ୍ତା କଡ଼ରେ ଥିବା ବିଭିନ୍ନ ହୋଟେଲ ଗୁଡ଼ିକରେ ଚଢ଼ାଉ କରାଯାଇଛି । କଟକ ମହାନଗର ନିଗମର ଫୁଡ୍ ସେଫ୍ଟି ଟିମ୍ ଅଚାନକ ଚଢ଼ାଉ କରିଛି । ଏହି ଚଢ଼ାଉ ବେଳେ ଦୁଇଟି ହୋଟେଲ୍ ସିଲ୍ ହୋଇଛି । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଦୁଇଟି ହୋଟେଲକୁ ସିଲ୍ କରାଯାଇଛି । Spread the love