ସଂପ୍ରସାରଣ ହେଲା ଉଦ୍ଧବଙ୍କ ମନ୍ତ୍ରୀମଣ୍ଡଳ

ମୁମ୍ବାଇ- ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଉଦ୍ଧବ ଠାକରେ ସୋମବାର ପ୍ରଥମ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଛନ୍ତି । ଅଜିତ ପାୱାର ଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିଥିବାବେଳେ ଆଦିତ୍ୟ ଠାକରେ ସମେତ ଶିବସେନା, ଏନସିପି ଏବଂ କଂଗ୍ରେସର ୩୬ ଜଣ ନୂଆ ବିଧାୟକ ମନ୍ତ୍ରୀପଦ ଭାବେ ଶପଥ ପାଠ କରିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହଭାଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ