ଦେଶ ବିଦେଶ ଜମ୍ମୁ-କଶ୍ମୀରରେ ଖାତ ମଧ୍ୟକୁ ଖସିଲା ବସ୍ ୧୨ ମୃତ 02/01/2020 YWPSENU4 0 Comments ଜମ୍ମୁ-କଶ୍ମୀରରେ ଖାତ ମଧ୍ୟକୁ ଖସିଲା ବସ୍ ୧୨ ମୃତ ଶ୍ରୀନଗର- ଜମ୍ମୁ-କଶ୍ମୀରରେ ସୁନ୍ଦରବନୀରେ ଯାତ୍ରୀବାହୀ ବସ୍ ଟି ଖାତ ମଧ୍ୟକୁ ଖସିପଡିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । Spread the love