ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ୧୦ ଲକ୍ଷ ଲୁଟ
ବାଲେଶ୍ୱର ଯୁଗାବ୍ଦ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରେ ଜଣେ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ୧୦ ଲକ୍ଷ ଟଙ୍କା ଲୁଟ କରି ନେଇଛି ପ୍ରେମିକ । ଏନେଇ ସୋର ଥାନାରେ ମହିଳା ଜଣକ ଏତଲା ଦାୟର କରିଛନ୍ତି । ସୁଚନା ଅନୁଯାୟୀ ଗତ ଦୁଇ ବର୍ଷ ହେଲା ମହିଳାଙ୍କ ସହ ପ୍ରେମ ସଂପର୍କ ଗଢିଉଠିଥିଲା । ଏହାର ସୁଯୋଗ ନେଇ ପ୍ରେମିକ ଜଣକ ପ୍ରେମିକା କୁ ପ୍ରତାରଣା କରି ୧୦ ଲକ୍ଷ ଟଙ୍କା ଲୁଟ କରିନେଇଯାଈଛି । ଏତଲା କୁ ଆଧାର କରି ପୋଲିସ ତନରାଘନା ଚଲାଇଛିା