ଏକବିଂଶ ନବୀନ ବିଷୁବ ମିଳନ ଓ ସାରସ୍ୱତ ସମାବେଶ

ବ୍ରହ୍ମପୁର : ୧୯୩୦ ମସିହାରୁ ନିରବଚ୍ଛିନ୍ନ ଭାବେ ପ୍ରକାଶ ପାଇ ଅ ।ସୁଥିବା “ନବୀନ’ କେବଳ ସମ୍ବାଦପତ୍ର ନୁହଁ ବରଂ ଓଡ଼ିଅ। ଭାଷା ଓ ସାହିତ୍ୟର ବିକାଶ ଓ ପ୍ର·ର ପ୍ରସାର ପାଇଁ ଅବିରତ କାଯର‌୍ୟ କରି ଅ ।ସୁଥିବା ଏକ ଐତିହାସିକ ଅନୁଷ୍ଠାନ ବେ ।ଲି ନବୀନ ଭବନ ଠାରେ ଅ ।ୟେ ।ଜିତ ଏକବିଂଶ ବିଷୁବ ମିଳନ ଓ ରାଜ୍ୟସ୍ତରୀୟ ସାରସ୍ୱତ ସମାବେଶରେ ମୁଖ୍ୟବକ୍ତା ଭାବେ ଯେ ।ଗଦେଇ ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ବିପିନ୍ ନାୟକ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଭାଷା ଏକ ଜାତିର ଅସ୍ମିତା । ତେଣୁ ଭାଷାକୁ ସମୃଦ୍ଧ କରିବା ପାଇଁ ଲେଖକ ଲେଖିକାମାନେ ପ୍ରଯତ୍ନ ହେବା ଅ ।ବଶ୍ୟକ । ଏହି ଅବସରରେ “ଅ ।ମ ଭାଷା ଅ ।ମ ଅସ୍ମିତା’ ଶୀର୍ଷକ ଅ ।ଲେ ।ଚନାଚକ୍ରରେ ମୁଖ୍ୟଅତିଥି ରୂପେ ପ୍ରଫେସର ଡ଼ା. ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଯେ ।ଗଦେଇ ସାରସ୍ୱତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ନବୀନ ପକ୍ଷରୁ ଏଭଳି ଧାରାବାହିକ କାଯର‌୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅନୁଷ୍ଠାନର ଉତ୍ତେ ।ରେ ।ତ୍ତର ଉନ୍ନତି ପାଇଁ ସମସ୍ତେ ସହଯେ ।ଗ କରନ୍ତୁ ଏବଂ ନବୀନ ସମ୍ବାଦପତ୍ର ଶତବାର୍ଷିକୀ ପାଳନ କରୁ ବେ ।ଲି ଅ ।ଶୀର୍ବଚନ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବି·ରପତି ଅବନୀ ରଞ୍ଜନ ଦାଶ ଯେ ।ଗଦେଇ ସମାଜର ପରିବର୍ତ୍ତନ ପାଇଁ ସାହିତ୍ୟିକମାନେ କଲମ ·ଳନା କରନ୍ତୁ ବେ ।ଲି ଅ ।ହ୍ୱାନ ଦେଇଥିଲେ । ସମାରେ ।ହରେ ସଭାପତିତ୍ୱ କରି ନବୀନର ସମ୍ପାଦକ ରବି ରଥ ସମସ୍ତଙ୍କୁ ବିଷୁବ ଅଭିନନ୍ଦନ ଜ୍ଞାପନ କରିବା ସହ ଦୀର୍ଘ ୨୧ ବର୍ଷ ଧରି ସମସ୍ତଙ୍କ ସହଯେ ।ଗରେ ଏଭଳି କାଯର‌୍ୟକ୍ରମ ଜାରି ରହିଛି ବେ ।ଲି କହିଥିଲେ । ଏହି ଅବସରରେ ପ୍ରତିଭା ପୂଜା ସ୍ୱରୂପ ଲେଖିକା ସ୍ୱର୍ଣ୍ଣପ୍ରଭା ପାଢ଼ୀ, ଗବେଷକ ବୃନ୍ଦାବନ ନାୟକ, ଓଡ଼ିଅ । ଭାଷାପ୍ରେମୀ ଇଂ. ଲଡ଼ୁ କିଶେ ।ର ସାବତ, କବି ରଙ୍କନାଥ ସେଠୀ ଓ ସାହିତ୍ୟିକ କପିଳ ଚନ୍ଦ୍ର ମହାନ୍ତିଙ୍କୁ ମୁଖ୍ୟଅତିଥି ପ୍ରଫେସର ସାହୁ ନବୀନ ବିଷୁବ ସମ୍ମାନ-୨୦୧୯ରେ ସମ୍ମାନିତ କରିଥିଲେ । ପ୍ରାରମ୍ଭରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସାଧାରଣ ସମ୍ପାଦକ ଡ଼ା. ଚନ୍ଦ୍ରମଣି ସ୍ୱାଇଁ ସ୍ୱାଗତ ଅଭିଭାଷଣ ଓ ସମ୍ପାଦକ ସୁଶାନ୍ତ କୁମାର କର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରଥମ ଅଧିବେଶନରେ ଅ ।ୟେ ।ଜିତ ସାରସ୍ୱତ ସମାବେଶରେ ପ୍ରତିଷ୍ଠାନର କାଯର‌୍ୟକାରୀ ସଭାପତି ଡ଼ା. ଶ୍ରୀବତ୍ସ ଦଳାଇଙ୍କ ସଭାପତିତ୍୍ୱ କରିଥିବା ବେଳେ ଅତିଥି ରୂପେ ଐତିହାସିକ ଡ଼. କାର୍ତ୍ତିକ ଚନ୍ଦ୍ର ରାଉତ ମଞ୍ଚାସୀନ ଥିଲେ । କବି ନୀଳକଣ୍ଠ ସାହୁ, ସୌଦାମିନୀ ମିଶ୍ର ଓ କପିଳ ଚନ୍ଦ୍ର ମହାନ୍ତି କବିତା ପାଠେ ।ତ୍ସବର ସଂଯେ ।ଜନା କରିଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶତାଧିକ କବି କବୟତ୍ରୀ ଯେ।ଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ବନ୍ଦନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ