ନିର୍ବାଚନୀ କାର୍ଯ୍ୟରେ ଅବହେଳା ଓ ଅସହଯୋଗ ପାଇଁ ଶିକ୍ଷକ ନିଲମ୍ବିତ

ବାଲେଶ୍ୱର,ଯୁଗାବ୍ଦ ନୁୃ୍ୟଜ ) : ବାଲେଶ୍ୱର ସୋର ବ୍ଲକ ଅନ୍ତର୍ଗତ ଦାଣ୍ଡପଳସ ୟୁ.ପି. ସ୍କୁଲର ସହକାରୀ ଶିକ୍ଷକ ଶ୍ରୀ ଗିରିଜା ଶଙ୍କର ଜେନାଙ୍କୁ ନିର୍ବାଚନୀ କାର୍ଯ୍ୟରେ ଅବହେଳା ଓ ଅସହଯୋଗ ପ୍ରଦର୍ଶନ କରିବା ହେତୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଓ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ତାଙ୍କୁ ଆଜି ନିଲମ୍ବନ କରିଛନ୍ତି । ଏଥି ସହିତ ନିର୍ବାଚନୀ କାର୍ଯ୍ୟରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀ ସେମାନଙ୍କ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ