ସାରଥୀ ଙ୍କ ଜାମିନ ନାମଞ୍ଜୁର କଲେ ହାଇକୋର୍ଟ
ଉଚ୍ଚନ୍ୟାୟାଳୟରେ ସନ୍ତୋଷ ରାଉଳ ଓରଫ ବାବା ସାରଥୀଙ୍କୁ ଝଟକା ଓ ଉଚ୍ଚନ୍ୟାୟାଳୟ ପକ୍ଷରୁ ଜଷ୍ଟିସ ଜେ. ପି. ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଘଟଣାର ବିଚାରକରି ସାରଥିଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଦେଇଛନ୍ତି ଓ ଫଳରେ ସାରଥିଙ୍କ ଜେଲରୁ ମୁକୁଳିବା ଆଶା ଆଶାରେ ରହିଯାଇଛି ଓ ଏଠାରେ ପ୍ରକାଶ ଥାଉକି, ୨୦୧୫ ମସିହାରୁ ସାରଥିଙ୍କ ଉପରେ ବହୁ ଅପରାଧିକ ମାମଲା ଚାଲୁ ରହିଥିଲା ଓ ସେଥିମଧ୍ୟରୁ ଅନେକ ଗୁଡିଏ ମାମଲାରେ ସାରଥୀଙ୍କୁ ଜାମିନ ମିଳିସାରିଥିବାବେଳେ ସେହିବର୍ଷ ଅଗଷ୍ଟ ମାସରେ ସାରଥୀ ଜଣେ ଯୁବତୀ ଓ ତାଙ୍କ ମାଙ୍କୁ ଆଶ୍ରମରେ ଜୋର ଜବରଦସ୍ତ ଅଟକ ରଖି ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗ ଆଣିଥିଲେ ଓ ଯାହାର ବିଚାର କରି ବିଚାରପତି ସାରଥିଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ଓ