ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଶୋକ

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଓଡ଼ିଶା ରାଜ୍ୟ ବିହନ ନିଗମର ପୂର୍ବତନ ଅଧ୍ୟକ୍ଷ ଗୋଲକ ବିହାରୀ ନାୟକ ପୂର୍ବତନ ମନ୍ତ୍ରୀ ବେଦପ୍ରକାଶ ଅଗ୍ରୱାଲଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ନାୟକ ଶୋକବାର୍ତ୍ତାରେ କହିଛନ୍ତି ଯେ, ବେଦୁ ବାବୁଙ୍କ ଦୀର୍ଘ କର୍ମମୟ ଜୀବନ କେନ୍ଦ୍ରାପଡ଼ାର ସର୍ବାଙ୍ଗୀନ ଉନ୍ନତିରେ ଅତିବାହିତ ହୋଇଥିଲା । ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଉତ୍ସର୍ଗୀକୃତ ଜନସେବୀ ଓ ସୁଯୋଗ୍ୟ ସନ୍ତାନକୁ ହରାଇଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ