ଶୈବପୀଠ ଚଳଚଞ୍ଚଳ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ଆଜି ହେଉଛି ମହାଶିବରାତ୍ରୀ । ଏଥିଲାଗି ଗ୍ରାମର ଶିବ ମନ୍ଦିର ଠାରୁ ଆରମ୍ଭ କରି ସହରର ସମସ୍ତ ଶୈବ ମନ୍ଦିର ବେଶ ଚଳଚଞ୍ଚଳ । ଭଗବାନ ଶିବଙ୍କ ଦର୍ଶନ ନିମନ୍ତେ ଭୋର ସକାଳୁ ଭକ୍ତ ମାନଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରତ୍ୟୈକ ମନ୍ଦିରରେ ରିତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଚାଲିଥିବା ବେଳେ ଉପାସକ ମାନେ ଆଜିର ଦିନଟିକୁ ମହାଶିବଙ୍କୁ ଡାକି ଆରଧନା କରିଥାନ୍ତି ।ଏଥି ଲାଗି ଶାନ୍ତି ଶୃଙ୍ଖଳା ଦୃଷିରୁ ମନ୍ଦିରରେ ପୋଲିସ ପ୍ରଶାସନ ତରଫରୁ କଡାକଡି ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ଭ୍‌କ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ମନ୍ଦିର ଗୁଡିକରେ ସ୍ୱତନ୍ତ୍ର ବ୍ୟାରିକେଟର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ