କଟକ ସହରରେ ସ୍ଥାୟୀ ଶାନ୍ତି ସ୍ଥାପନା ପାଇଁ ଏକ ପ୍ରୟାସ

କଟକ, (ଓ୍ବାଇଏନଏସ): ମେୟର ଶ୍ରୀ ସୁବାସ ସିଂହ ଙ୍କ ଏକ ନିଆରା ପ୍ରୟାସ _ୱାର୍ଡ ସ୍ତରୀୟ ସଦଭାବନା ସଭା ର ଆୟାଜନ ଆଜି ଅପରାହ୍ନ ୪ ଘଟିକା ସମୟରେ ଦର୍ଘା ବଜାର ସ୍ଥିତ ନେତାଜୀ ମେମୋରିଆଲ ଠାରେ ଏବଂ ସଂଧ୍ୟା 6 ଘଟିକା ସମୟରେ ଝୋଲା ସାହି ସ୍ତିତ ଜଗନ୍ନାଥ ଇନ ଠାରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ନେତୃତ୍ୱ ରେ କଟକ ମହାନଗର ନିଗମ ଦ୍ଵାରା କଟକ ସହରରେ ସ୍ଥାୟୀ ଶାନ୍ତି ଏବଂ ସଦଭାବନା ରକ୍ଷା କରିବା ପାଇଁ ଏକ ନିଆରା ପ୍ରୟାସ . ୱାର୍ଡ ୱାରୀ ସଦଭାବନା ସଭା ର ଆୟଜନ କରାଯାଇଥିଲା, ଏହି ସଭାରେ ସ୍ଥାନୀୟ ଅଞ୍ଚଳର ରହୁଥିବା ସବୁ ସମ୍ପ୍ରଦାୟର ପ୍ରତିନିଧି ,ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ ଏବଂ ପୋଲିସ ପ୍ରଶାସନ ସହ ଆଲୋଚନା କରି କିପରି ଶାନ୍ତି ପ୍ରତିଷ୍ଠା ବଜାୟ ରଖାଯାଇପାରିବ ତାହା ଆଲୋଚନା ହୋଇଥିଲା । ଏହି ଅବସରରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ ଙ୍କ ସହିତ ସି ଏମ ସି କମିଶନର କିରଣଦୀପ କୌର ସହୋତା, ସ୍ଥାନୀୟ କର୍ପୋରେଟର ଅରୁନ୍ଧତୀ କର, ମହମ୍ମଦ ଇଫତିକାର ଆଲମ୍, ଇତିଶ୍ରୀ ଦାସ, ଦାର୍ଘା ବଜାର ଏବଂ ପୁରୀ ଘାଟ ପୋଲିସ୍ ଷ୍ଟେସନ ଆଇ ଆଇ ସି, ସି ଏମ ସି ଅତିରିକ୍ତ ଆୟୁକ୍ତ କଳ୍ପୋତରୁ ବେହେରା,ସୋନତୁଡୁ, କଟକ ତହସିଲଦାର,ସିଟି ଇଞ୍ଜିନିୟର ଅତନୁ ସାମନ୍ତ, ସିଏମସି ଜନ୍ତ୍ରୀ ଦିଲ୍ଲୀପ କୁମାର ସ୍ବାଇଁ , ରବୀନ୍ଦ୍ର ସାହୁ, ସେକ ଜବିୟୁର ଉଲ୍ଲହା ,ପୂର୍ବତନ କର୍ପୋରେଟ ଦୁର୍ଗା ଚରଣ ସାହୁ, ଆଇନଜୀବୀ ସ୍ବଦେଶ ଦାସ,ଦର୍ଘବଜାର ପୁଜକମିଟି ସଭାପତି ସରୋଜ ରଞ୍ଜନ କର, ସମ୍ପାଦକ ରାଜ କିଶୋର କର ,ସମିମ୍ ଖନ୍ ,ମିର୍ଜା ନିଶାର ବେଗ,ସହଜଡ ଖାଁ ମହମ୍ମଦ ନିଶାର ବେଗ, ଦେବାଶିଷ ରୟ, ସୁରେନ୍ଦ୍ର ଦାସ, ଚନ୍ଦନ ଦାସ, ସେକ ଅର୍ଫନ୍, ବିଶ୍ବରଂଜନ ମିଶ୍ର, ସେକ ଇଯାଜ,ପପୁ ବକ୍ସ,ସରୋଜ ସ୍ବାଇଁ ଅତୁଲ ନନ୍ଦୀ, ବିକ୍ରମ ଚଟୋଇ, ବସନ୍ତ ସେନ, ଦେବେନ୍ଦ୍ର ପାଣିଗ୍ରାହୀ, ସୌମେନ୍ଦ୍ର ସାହୁ, ସୌମ୍ୟ ଦର୍ଶନ ବେହେରା, ଶୟଦ୍ ସେଖାୱା ଆଲୀ ପ୍ରମୁଖ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ