ଏମ୍‍ସିଏଲ୍‍ ମେଡିକାଲ କଲେଜ ପ୍ରତିଷ୍ଠାରେ ବାଧକ ସାଜୁଛନ୍ତି ରାଜ୍ୟ ସରକାର: ଧର୍ମେନ୍ଦ

ତାଳଚେର (ଜୁଗାବ୍ଦ ନ୍ୟୁଜ୍‍): ତାଳଚେରଠାରେ ଏମ୍‍ସିଏଲ୍‍ ମେଡିକାଲ କଲେଜ ପ୍ରତିଷ୍ଠାରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି । ମେଡିକାଲକଲେଜ କରିବାକୁ ହେଲେ ମେଡିକାଲ କାଉନ୍‍ସିଲକୁ ଦରଖାସ୍ତ କରିବାକୁ

Read more

ବ୍ୟବସାୟୀ, ଶିଳ୍ପପତିଙ୍କ ପାଇଁ ଆଇସିପିର ସ୍ୱତନ୍ତ୍ର ଯୋଜନା

ଭୁବନେଶ୍ୱର (ଜୁଗାବ୍ଦ ନ୍ୟୁଜ୍‍): ସାରା ଓଡ଼ିଶାର ଛୋଟବଡ଼ ସବୁ ବ୍ୟବସାୟୀ, ଶିଳ୍ପୋଦ୍ୟୋଗୀ ଏବଂ ଶିଳ୍ପପତି ଓ ସେମାନଙ୍କର ପରିବାରବର୍ଗ ଏବଂ ବ୍ୟବସାୟ ପାଇଁ ଧନ, ଜୀବନ, ମର୍ଯ୍ୟାଦା

Read more

ଜାଗର ପାଳି ଭକ୍ତ ଛାଡ଼ିଗଲେ କୁଢ଼ କୁଢ଼ ବର୍ଜ୍ୟ, ସଫା କଲେ ସ୍ୱେଚ୍ଛାସେବୀ

ଭୁବନେଶ୍ୱର, ୫ ଏକାମ୍ର କ୍ଷେତ୍ରର ଅଧିଷ୍ଠିତ ପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଲଟିଥିଲା ଜନାରଣ୍ୟ । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ବେଢାରେ ଦୀପ ଜଳାଇ

Read more

ଆଇଏନନଏଫଫ ଚୁକ୍ତିରୁ ଓହରିବ ରୁଷ

ଶୀତଳ ଯୁଦ୍ଧ ସମୟରେ ଆମେରିକା ସହିତ ହୋଇଥିବା ଆଇଏନନଏଫଫ ଚୁକ୍ତିରୁ ଓହରିବା ପାଇଁ ନିଷ୍ପତ୍ତି ନେଇଛି । କ୍ରେମମଲିନନ ପକ୍ଷରୁ କୁହାଯାଇଛି ୧୯୮୭ ମସିହାରେ ସୋଭିଭିଏତ ୟୁନିୟନନ

Read more

ପ୍ରଧାନମନ୍ତ୍ରୀଙ୍କ ନୁଆ ଶ୍ରମଯୋଗୀ ମାନଧନ ଯୋଜନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଆଜି ପିଏମ ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ

Read more

ରାଜ୍ୟମେଣ୍ଟ ହେବନିସହ କଂଗ୍ରେସ ୟେଚୁରୀ

ଲୋକସଭା ନିର୍ବାଚନରେ କଂଗ୍ରେସ କିମ୍ବା ଅନ୍ୟ ଦଳ ସହିତ ସିପିଆଇଏମ୍ ମେଣ୍ଟ କରିବ ନାହିଁ। ଏନେଇ ସ୍ଫଷ୍ଟ କରିଛନ୍ତି ସପିଆଇଏମ୍ ମହାସଚିବ ସୀତାରାମ୍ ୟେଚୁରୀ। କଂଗ୍ରେସ ସହିତ

Read more

ଅଧିକ ପ୍ରଦୁଷିତ ସହର ଗୁରୁଗାଁଓ

  ଭାରତର ଗୁରୁଗ୍ରାମ ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର। ୨୦୧୮ର ପ୍ରଦୂଷଣ ରିପୋର୍ଟ ଅନୁଯାୟୀ ଗୁରୁଗ୍ରାମ ବ୍ୟତୀତ ଭାରତର ଗାଜିଆବାଦ,ଫରିଦାବାଦ,ନୋଏଡା ଏବଂ ଭିଓ୍ଵାଡି ହେଉଛି

Read more

Advertisement

ଏବେ ଏବେ