‘ବନ୍ଦେ ଭାରତ ଏକ୍ସପ୍ରେସ’କୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃୟାରୀ ୧୫ରେ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନକୁ ଦିଲ୍ଲୀ ରେଳ ଷ୍ଟେସନ ଠାରୁ ଶୁଭାରମ୍ଭ କରିବାକୁ ଯାଉଛନ୍ତି । ରେଳ ମନ୍ତ୍ରାଳୟର

Read more

ବିଜେପିକୁ ଡରୁଛନ୍ତି ମମତା,ସଭା ପାଇଁ ଅର୍ଜୁନଙ୍କୁ ଦେଲେନି ଅନୁମତି!

ଜାମସେଦପୁର/ବାଙ୍କୁଡ଼ା : ବରିଷ୍ଠ ବିଜେପି ନେତା ଅଜୁନ ମୁଣ୍ଡା ବୁଧବାର କହିଛନ୍ତି, ପଶ୍ଚିମବଙ୍ଗର ବିଷ୍ଣୁପୁର ପ୍ରଶାସନ ସେଠାରେ ତାଙ୍କୁ ସଭା ଆୟୋଜନ ପାଇଁ ଅନୁମତି ଦେଇ ନାହିଁ

Read more

ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍‌

ଭୁବନେଶ୍ୱର: ଆଜି ବିଧାନସଭାରେ ୨୦୧୯-୨୦ ଆର୍ଥିକ ବର୍ଷର କାମଚଳା ବଜେଟ୍‌ ଉପସ୍ଥାପନ ହେବ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ବଜେଟ୍‌ ଉପସ୍ଥାପନ କରିବେ । ଏଥର ବଜେଟ୍‌ର

Read more

ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା, ସାମିଲ ହେବେ ରାଷ୍ଟ୍ରୀୟ ଅଧ୍ୟକ୍ଷା ପୁନମ ଚାନ୍ଦ

ଭୁବନେଶ୍ୱର: ରାଜ୍ୟରେ ଦେଖାଦେଇଥିବା ଉତ୍କଟ ବେକାରୀ ସମସ୍ୟାକୁ ଆଜି ବିଧାନସଭା ଘେରିବ ବିଜେପି ଯୁବ ମୋର୍ଚ୍ଚା । ରାଜଧାନୀ ରାଜରାସ୍ତାରେ ନିଜର ଶକ୍ତି ଦେଖାଇବ ଯୁବ ମୋର୍ଚ୍ଚା

Read more

ଆନ୍ନାଙ୍କ ଅନଶନ: ଆରମ୍ଭ ହେଲା ବହୁପ୍ରତୀକ୍ଷିତ ଲୋକପାଳଙ୍କ ସନ୍ଧାନ, ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ସଂସଦରେ ଲୋକପାଳ ବିଲ ପାସ୍ ହେବାର ଅନେକ ବର୍ଷ ପରେ ମଧ୍ୟ ଏ ପର୍ଯ୍ୟନ୍ତ ଦେଶକୁ ଲୋକପାଳ ମିଳିପାରି ନାହିଁ। ନିକଟରେ ସମାଜସେବୀ ଆନ୍ନା ହଜାରେ

Read more

ବିଧାନସଭା ସମ୍ମୁଖରେ କ୍ଷୀରଢାଳି ଦୁଗ୍ଧ ଚାଷୀଙ୍କ ବିକ୍ଷୋଭ, କୃଷିମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଭୁବନେଶ୍ୱର(ଯୁଗାଦ୍ଦ ନ୍ୟୁଜ୍‍): ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ଲିଟରପିଛା ୩୦ ଟଙ୍କା, ଗୋଖାଦ୍ୟ କି.ଗ୍ରା. ୧୬ ଟଙ୍କା, ‘କାଳିଆ ଯୋଜନା’ରେ ଦୁଗ୍ଧ·ଷୀଙ୍କୁ ଅନ୍ତର୍ଭୁକ୍ତ କରିବା ଦାବି ନେଇ

Read more

ନିଖିଳ ଓଡ଼ିଶା ପାଚକ ପାଚିକା ମହାସଂଘର ଧାରଣା

ଭୁବନେଶ୍ୱର (ଯୁଗାଦ୍ଦ ନ୍ୟୁଜ୍‍): ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ଏକ ବିରାଟ ରାଲି ମାଷ୍ଟର କ୍ୟାଣ୍ଟିନଠାରୁ ବାହାରି ଲୋୟର ପିଏମ୍ଜି ଧାରଣାସ୍ଥଳରେ ପହଞ୍ôଚଥିଲା

Read more

ଶ୍ରୀ ଜଗନ୍ନାଥ ପବ୍ଲିକ ସ୍କୁଲର ୮ମ ବାର୍ଷିକୋତ୍ସବ

ବାଲେଶ୍ୱର(ଯୁଗାଦ୍ଦ ନ୍ୟୁଜ୍‍): ସହର ଉପକଣ୍ଠ ସୁନ୍ଦରୀଠାରେ ଶ୍ରୀ ଜଗନ୍ନାଥ ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବକୁ ବାଲେଶ୍ୱର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ

Read more

ଚାନ୍ଦମାରି ପଡ଼ିଆରେ ବନ୍ଧୁମିଳନ

ବାଲେଶ୍ୱର (ଯୁଗାଦ୍ଦ ନ୍ୟୁଜ୍‍):ସ୍ଥାନୀୟ ସହଦେବଖୁଣ୍ଟା ବ୍ୟାସକବିନଗର ଚାନ୍ଦମାରି ପଡିଆଠାରେ ସଞ୍ଜୟ କୁମାର ବେହେରାଙ୍କ ପୃଷ୍ଠପୋଷକତାରେ ଏକ ବନ୍ଧୁମିଳନ ଉତ୍ସବର ଆୟୋଜନ କରାଯାଇଥିଲା । ଉକ୍ତ ଉତ୍ସବରେ ସହଦେବଖୁଣ୍ଟା,

Read more

Advertisement

ଏବେ ଏବେ