ବାଲେଶ୍ୱରର ବିଜେପିର ବିଜୟ ସଂକଳ୍ପ ସମାବେଶରେ ବିଜେଡି ଉପରେ ବର୍ଷିଲେ ମୋଦି

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ)- ବିଜେଡି ସରକାର ଯୋଗୁଁ ବାଲେଶ୍ୱରର ଜନତା ତଳିତଳାନ୍ତ ହୋଇଛନ୍ତି । ଓଡିଶାକୁ ଭ୍ରଷ୍ଟାଚାରମୁକ୍ତ କରିବାକୁ ଡବଲ ଇଞ୍ଜିନ୍ ଦରକାର । ବିଜେପିକୁ ପାଞ୍ଚ ବର୍ଷ

Read more

ଜିଲ୍ଲାରେ ବୁଲିଲା ୮୪ ମୋବାଇଲ ପାଟ୍ରୋଲିଂ ଭ୍ୟାନ୍

ଅନୁଗୁଳ(ଜୁଗାବ୍ଦ ନ୍ୟୁଜ୍‍): ସାଧାରଣ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁଗୁଳ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ସମୟରେ

Read more

ଅର୍ଥନୈତିକ ଅଭିବୃଦ୍ଧିରେ ମଧୁବାବୁଙ୍କ ଭୂମିକା

(ଜୟନ୍ତୀ ଉପଲକ୍ଷେ) – ଅମିନୀଲୁ ରାୟ ଓଡିଶାର କଟକ ଜିଲ୍ଲା ଅନ୍ତର୍ଗତ ସତ୍ୟଭାମାପୁର ଗ୍ରାମରେ ୧୮୪୮, ଅପ୍ରେଲ ୨୮ରେ ମଧୁବାବୁଙ୍କ ଜନ୍ମ । ତାଙ୍କ ମାତାଙ୍କ ନାମ

Read more

ଜଳ ପ୍ରକଳ୍ପକୁ ବିରୋଧ କରି : ଭୋଟ ବର୍ଜନ କଲେ ପଞ୍ଚାୟତବାସୀ

କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ଥ କରାଯାଇଥିଲେ ମଧ୍ୟ ଡିମିରିଗୁଣ୍ଡା ପଞ୍ଚାୟତର ଭୋଟରମାନେ ଲମ୍ବୋଦର ଜଳ ପ୍ରକଳ୍ପକୁ ବିରୋଧକରି

Read more

ଡିସିବି ବ୍ୟାଙ୍କ୍ ଆର୍ଥିକ ଫଳାଫଳ ଘୋଷିତ

ମୁମ୍ବାଇ, (ଏଜେନ୍ସି): ଡିସିବି ବ୍ୟାଙ୍କ ପରିଚାଳନା ମଣ୍ଡଳୀ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସର ଆର୍ଥିକ ଫଳାଫଳ ସହ ସମଗ୍ର ଆର୍ଥିକ ବର୍ଷର ଫଳାଫଳ ଘୋଷଣା

Read more

ଇରାନରୁ ତେଲ ଆମଦାନୀ ଭାରତ ସମେତ ୫ ଦେଶ ଉପରେ ପ୍ରତିବନ୍ଧକ

ୱାଶିଂଟନ, (ଏଜେନ୍ସି): ଟ୍ରମ୍ପ ପ୍ରଶାସନ ଇରାନରୁ ତେଲ ଆମଦାନୀ ଜାରି ରଖିôବା ସ୍ଥିତିରୁ ଭାରତ-ଚୀନ୍ ସହିତ ନିଜର ସହଯୋଗୀ ଦେଶ ଜାପାନ, ଦକ୍ଷିଣକୋରିଆ ଓ ତୁର୍କୀ ବିରୋଧରେ

Read more

ବିକ୍ରି ହେବ ସରକାରୀ କମ୍ପାନୀଗୁଡ଼ିକର ସମ୍ପତ୍ତି

ନୂଆଦିଲ୍ଲୀ, (ଏଜେନ୍ସି): କେନ୍ଦ୍ରସରକାର ସରକାରୀ କମ୍ପାନୀଗୁଡ଼ିକ ସମ୍ପତ୍ତିକୁ ବିକ୍ରି କରିପାରନ୍ତି । ଅର୍ଥମନ୍ତ୍ରଣାଳୟ କେନ୍ଦ୍ରୀୟ ଲୋକ ଉପକ୍ରମ (ସିପିଏସ୍ଇ)ରୁ ଏପରି ସମ୍ପତ୍ତିଗୁଡ଼ିକର ତାଲିକା ଅତିଶୀଘ୍ର ପ୍ରସ୍ତୁତ କରିବାକୁ

Read more

୨ଠଠରୁ ଊଦ୍ଧ୍ୱ କମ୍ପାନୀରେ ୧ ଲକ୍ଷ କୋଟି ଘୋଟାଲା

ନୂଆଦିଲ୍ଲୀ, (ଏଜେନ୍ସି): ଭାରତୀୟ ଉଦ୍ୟୋଗ ଜଗତରେ ଘୋଟାଲାର ବନ୍ୟା ସୃଷ୍ଟି ହୋଇଛି । ଏହାର ଖୁଲାସା ଦେବାଳିଆ ଆଇନ୍ ଅଧିନରେ ହେଉଥିବା ଯାଞ୍ଚ ଦ୍ୱାରା ହୋଇଛି ।

Read more

ଟାଟା ଷ୍ଟ୍ରକ୍ଚରାକୁ ସୁପରବ୍ରାଣ୍ଡ୍ ମାନ୍ୟତା

ମୁମ୍ବାଇ, (ଏଜେନ୍ସି): କୋଠା, ଶିଳ୍ପ ସଂସ୍ଥା ଏବଂ ଭିତିଭୂମି ପ୍ରକଳ୍ପରେ ବ୍ୟବହାର କରାଯାଉଥିବା ଟାଟା ଷ୍ଟିଲ୍ର ଷ୍ଟ୍ରକ୍ଚରାଲ୍ ହଲୋ ଷ୍ଟିଲ୍ ବ୍ରାଣ୍ଡ୍ “ଟାଟା ଷ୍ଟ୍ରକ୍ଚରା’କୁ ନିକଟରେ ହୋଇଥିବା

Read more

ହୋଣ୍ଡାର ସିବିଆର୍ ୬୫ଠଆର୍ ଉନ୍ମୋଚିତ

ନୂଆଦିଲ୍ଲୀ, (ଏଜେନ୍ସି): ହୋଣ୍ଡା ମୋଟରସାଇକଲ୍ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମ୍ଏସ୍ଆଇ) ପକ୍ଷରୁ ଏହାର ମଧ୍ୟମ ଓଜନ ବିଶିଷ୍ଟ ସ୍ପୋର୍ଟସ୍ ବାଇକ୍ ସିବିଆର୍୬୫୦ଆର୍କୁ ଉନ୍ମୋଚନ କରାଯାଇଛି

Read more

Advertisement

ଏବେ ଏବେ