ଅପରାହ୍ନ ୩ଟା ସୁଦ୍ଧା ୪୨.୬୭% ମତଦାନ

ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ରାଜ୍ୟରେ ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ୪୨.୬୭% ମତଦାନ ହୋଇଛି । ଏନେଇ ମୁଖ୍ୟ ନିର୍ବାଚନ

Read more

ଇଭିଏମ ସଂଯୋଗରେ ଭୁଲ, ଭୋଟ ବନ୍ଦ

ବଡମ୍ବା ବିଧାନସଭା ଆସନର ଗୋଟିଏ ବୁଥରେ ନିର୍ବାଚନ ସ୍ଥଗିତ କରାଯାଇଛି । ୧୯୬ ନମ୍ବର ବୁଥରେ ନିର୍ବାଚନକୁ ସ୍ଥଗିତ କରଯାଇଛି । ଭିଭିପାଟରେ ପରିଚାଳନାଗତ ସମସ୍ୟା ପାଇଁ

Read more

ରାଜ୍ୟସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭ୍ରଷ୍ଟାଚାର ଭଳି ଦାନବ ଓଡ଼ିଶା ଲୋକଙ୍କୁ ଗିରବ କରି ରଖିଛି। ବିଜେଡି ଭ୍ରଷ୍ଟାଚାରୀ ଦାନବକୁ ଦାନାପାଣି ଯୋଗାଉଛି। ବିଜେଡି ନେତା ଖଣିଠାରୁ ଚିଟ୍‌ଫଣ୍ଡ ପର‌୍ୟ୍ୟନ୍ତ ଭ୍ରଷ୍ଟାଚାରରେ ସମ୍ପୃକ୍ତ।

Read more

୧ଟ। ସୁଦ୍ଧ। ୩୪ ପ୍ରତିଶତ ମତଦ।ନ ହୋଇଛି-ମୁଖ୍ୟ ନିର୍ବ।ଚନ ଅଧିକ।ରୀ

ଆଜି ର।ଜ୍ୟରେ ତୃତୀୟ ପର୍ଯ୍ୟ।ୟ ନିର୍ବ।ଚନ ହେଉଛି। ସକ।ଳ ୭ଟ।ରୁ ମତଦ।ନ ଆରମ୍ଭ ହୋଇଛି। ଏହି ପର୍ଯ୍ୟ।ୟରେ ଓଡ଼ିଶ।ର ୬ଟି ଲୋକସଭ। ଓ ଏହ। ଅନ୍ତର୍ଗତ ୪୨

Read more

ପଦ୍ଣ ଧରିଲେ ଅଭିନେତା ସନୀ ଦେଓଲ

ବଲିଉଡ଼ ଅଭିନେତା ସନୀ ଦେଓଲ ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀ ସ୍ଥିତ ପାର୍ଟି ମୁଖ୍ୟାଳୟରେ ସେ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ

Read more

ମ।’ଙ୍କ ପ।ଦ ଛୁଇଁ ଆଶୀର୍ବ।ଦ ନେଲେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦେଶରେ ମଙ୍ଗଳବ।ର ୩ୟ ପର୍ଯ୍ୟ।ୟ ନିର୍ବ।ଚନ ଆରମ୍ଭ ହୋଇଛି। ୧୪ଟି ର।ଜ୍ୟ ଏବଂ ୨ଟି କେନ୍ଦ୍ରଶ।ସିତ ଅଞ୍ଚଳର ୧୧୬ଟି ଲୋକସଭ। ନିର୍ବ।ଚନମଣ୍ଡଳୀରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି। ଗୁଜର।ଟ

Read more

ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଙ୍ଗଳବାରଦିନ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିଛନ୍ତି। ନବୀନ ନିବାସ ନିକଟବର୍ତ୍ତୀ ଏରୋଡ୍ରୋମ୍‌ କଲୋନୀ ୟୁପି ସ୍କୁଲ୍‌ର ୧୧୨

Read more

ଆଜି ମୋଦି ଆସିବେ ଓଡ଼ିଶା

ପ୍ରଧାନମନ୍ତ୍ରୀ ମୋଦି ଆଜି ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ପହଞ୍ଚିବେ। କେନ୍ଦ୍ରାପଡ଼ା ଏବଂ ବାଲେଶ୍ଵରରେ ଏଥିଲାଗି ସ୍ଵତନ୍ତ୍ର ନିର୍ବାଚନୀ ସମାବେଶର ଆୟୋଜନ

Read more

ଆଜି ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ

 ଓଡିଶାର ୬ଟି ସଂସଦୀୟ କ୍ଷେତ୍ର-ସମ୍ବଲପୁର, ଢ଼େଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ଓ କେନ୍ଦୁଝରରେ ଭୋଟଗ୍ରହଣ  ୧୪ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଂଚଳର ୧୧୬ଟି

Read more

Advertisement

ଏବେ ଏବେ