ଦୁଷ୍କର୍ମ ଅଭିଯୁକ୍ତକୁ ତୁରନ୍ତ ଫାଶିଦଣ୍ଡ ଦାବିରେ ସମାଜସେବୀ ମହାସଂଘ ତରଫରୁ ଗଣଧାରଣା

ଭୁବନେଶ୍ୱର, : ନିର୍ଭୟା କେସ୍‌ରେ ତାରିଖ ପରେ ତାରିଖ ଘୁଞ୍ôଚବା ଫଳରେ ଦୁଷ୍କର୍ମ ଭଳି ଜଘନ୍ୟକାଣ୍ଡ ଭିଆଇବାର ମାନସିକତା ରଖୁଥିବା ବ୍ୟକ୍ତିଙ୍କର ସାହସ ଦିନକୁ ଦିନ ବଢିବାରେ

Read more

ସଂଳାପ ଲେଖକ ଡ. ରଜନୀ ରଞ୍ଜନଙ୍କ ୬୦ତମ ଜନ୍ମବାର୍ଷିକୀ

ଭୁବନେଶ୍ୱର, : ଜୟଦେବ ଭବନରେ ଡକ୍ଟର ରଜନୀ ରଞ୍ଜନଙ୍କର ୬୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ସ୍ୱେଚ୍ଛାସେବୀ ସଂଗଠନ କାଞ୍ଚନ ଫାଉଣ୍ଡେସନ ତରଫରୁ ପାଳିତ ହୋଇଯାଇଛି ଡ. ରଜନୀ

Read more

କରୋନା ସଂକ୍ରମଣର ମୁକାବିଲା ଜିଲ୍ଲା ପ୍ରଶାସନର ତତ୍ପରତା

ବାଲେଶ୍ୱର : କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ଗୁରୁବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷ ଠାରେ ଦ୍ୱିତୀୟ ଥର ପାଇଁ ଏକ ଜରୁରୀ

Read more

ଟ୍ରେଜେରୀ କର୍ମଚାରୀମାନଙ୍କ ରାଜ୍ୟବ୍ୟାପୀ କଳାବ୍ୟାଚ୍ ପରିଧାନ ଓ ମଧ୍ୟାହ୍ନ ବିରତି ବିକ୍ଷୋଭ

ଭୁୁବନେଶ୍ୱର, : ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘର ଆହ୍ୱାନରେ କର୍ତ୍ତୃପକ୍ଷଙ୍କ ଅବହେଳା ବିରୁଦ୍ଧରେ ତିନିଦିନିଆ କଳାବ୍ୟାଚ୍ ପରିଧାନ ଓ ମଧ୍ୟାହ୍ନ ଭୋଜନ ବିରତି କାର୍ଯ୍ୟକ୍ରମ ତୃତୀୟ

Read more

ଯୈାନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ଅଧିନିୟମ ସମ୍ପର୍କିତ କର୍ମଶାଳା

ବାଲେଶ୍ୱର : ଯୈାନ ଶୋଷଣରୁ ଶିଶୁଙ୍କୁ ସୁରକ୍ଷା ଅଧିନିୟମ-୨୦୧୨ ଏବଂ କିଶୋର ନ୍ୟାୟ( ଶିଶୁ ଯତ୍ନ ଓ ସୁରକ୍ଷା) ଅଧିନିୟମ-୨୦୧୫ ସନ୍ଦର୍ଭରେ ଏକ ଦିନିକିଆ କର୍ମଶାଳା ସ୍ଥାନୀୟ

Read more

୧୧ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଯାଜପୁର, : କାର୍ଯ୍ୟରେ ଅବହେଳା ଓ ଦୁର୍ବଳ ପ୍ରଦର୍ଶନ ପାଇଁ ୧୧ ଜଣଙ୍କୁ ଭାରପ୍ରାପ୍ତ ଜିଲ୍ଳ୍‌ାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ କାରଣ ଦର୍ଶାଅ ନୋଟିସ

Read more

ଅଂଶୁଘାତର ମୁକାବିଲା ପାଇଁ ପ୍ରତ୍ୟେକ ବିଭାଗ ଊତ୍ତରଦାୟୀ ଭାବେ କାର୍ଯ୍ୟ କରନ୍ତୁ

ଯାଜପୁର, : ଚଳିତ ଗ୍ରୀଷ୍ମ ଋତୁରେ ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ସାମୁହିôକ ଦାୟିତ୍ୱ । ଜନ ସଚେତନତା ହିଁ ଏହାର ମୁକାବିଲାରେ ସହାୟକ ହେବ

Read more

ନାଉଗାଁରେ ମହିଳା ସମାବେଶ

ନାଉଗାଁ : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜନ୍ମୋତ୍ସବ ଅବସରରେ ନାଉଗାଁ ବ୍ଳକ ଅନ୍ତର୍ଗତ ଚଗଲା ଦାସ ମଠ ପରିସରରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି

Read more

ବାହାର ରାଜ୍ୟର ଲୋକଙ୍କ ଆଗମନ କରୋନା ଭୟ ବନ୍ଦ ରହୁଛି ଡାକ୍ତରଖାନା

ଯୋଡ଼ା (ଯୁଗାଦ୍ଦ) : ଖଣି ଉପତ୍ୟାକା ଯୋଡା କୁ ବିଭିନ୍ନ ରାଜ୍ୟର ଲୋକଙ୍କର ଆଗମନ ହୋଇଥାଏ । ଆନ୍ତଃରାଷ୍ଟ୍ରୀୟ ସ୍ତରରେ ଲୁହାପଥରର ଚାହିଦା ଥିବାରୁ ବିଶେଷ୍ୱତଃ ଚାଇନାର

Read more

ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର ହେବ

ନୂଆଦିଲ୍ଲୀ : ଦେଶରେ ବନ୍ଦ ପଡିରହିଥିବା ୫ଟି ସାର କାରଖାନକୁ ସରକାର ପୁନରୁଦ୍ଧାର କରିବା ଲାଗି ସ୍ଥିର କରିଛନ୍ତି । ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ

Read more

Advertisement

ଏବେ ଏବେ