କୋରୋନାଭୂତାଣୁସଂକ୍ରାନ୍ତରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ : ଦେଶରେମୋଟକୋରୋନାଭୂତାଣୁସଂକ୍ରମିତଙ୍କସଂଖ୍ୟାବର୍ତମାନ ସୁଦ୍ଧା ୩୦ରେ ପହଁଚିଛି ।ଏମାନଙ୍କମଧ୍ୟରେକେରଳର ୩ଜଣ ସଂକ୍ରମିତରହିଛନ୍ତିଯେଉଁମାନେ ଚିକିତ୍ସା ରେସୁସ୍ଥହୋଇଘରକୁଫେରିଛନ୍ତି ।ଏହାବ୍ୟତୀତଦିଲ୍ଲୀଏବଂଏନସିଆରରତିନି ଜଣ ସଂକ୍ରମିତଅଛନ୍ତି, ଏମାନଙ୍କମଧ୍ୟରୁ ଦୁଇ ଜଣ ଇଟାଲୀ ଓ ଜଣେଇରାନ

Read more

ବେଆଇନ ଧାନକିଣା : ୨୬୫କ୍ୱିଂଟାଲ ଧାନ ଜବତ

କେନ୍ଦ୍ରାପଡା : ବେଆଇନ ଭାବରେ ଚାଷୀଙ୍କ ଠାରୁ ଧାନକିଣି ଗଛିତ ରଖିଥିବା ଖବର ପାଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଚଢାଉ

Read more

ବିଜୁବାବୁଙ୍କ ଜୟନ୍ତୀରେ ‘ପାଇକ ମଉଡ଼ମଣି’ ଉପାଧିରେ ଭୂଷିତ ହେଲେ ଅଶୋକ

ଭୁବନେଶ୍ୱର, : ପ୍ରବାଦ ପୁରୁଷ, କଳିଙ୍ଗ ସମ୍ରାଟ, ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ଯୁବନେତା, ସାମାଜିକ କର୍ମୀ, ବରିଷ୍ଠ

Read more

ପ୍ରବାଦପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ

କେନ୍ଦ୍ରାପଡା : ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ଗୁରୁବାର ସକାଳେ ସାମୁହିକ ମାଲ୍ୟାର୍ପଣ କରାଯାଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି

Read more

ବିଜୁଜନତାଦଳ ଓ ଯୁବମଂଚ ପକ୍ଷରୁ ପ୍ରବାଦପୁରୁଷ ବିଜୁବାବୁଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା : ବିଜୁ ଜନତା ଦଳ ଓ ଜିଲ୍ଲା ଯୁବସେବା ମଂଚ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଛକ ଠାରେ ମଂଚର ପ୍ରତିଷ୍ଠାତା ସମ୍ପାଦକ ଗୋପାଳ ଚରଣ

Read more

ଆମ୍ବନାଳିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ହାଟଡ଼ିହି, : ହାଟଡିହି ବ୍ଲକ ଆମ୍ବନାଳିଆ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କୁନି ପୁର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି

Read more

ଘୋଷରାପଦା ଦୋଳ ଉତ୍ସବ ୯ରେ

ହାଟଡ଼ିହି : ଅକରୁଆ ପଞ୍ଚାୟତର ଘୋଷରାପଦା ଠାରେ ଲକ୍ଷ୍ମୀନାରାୟଣ ଦୋଳ ଉତ୍ସବ ଆସନ୍ତା ୯ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ସଂଯୋଜକ ଶିଶିର କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ

Read more

ବରିଷ୍ଠ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ହାଟଡ଼ିହି : ବଡରମ୍ପାସ ସ୍ଥିତ ଜପିଦାସ ବିଦ୍ୟାମନ୍ଦିରର ପୁର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଓ ବର୍ତ୍ତମାନ ଆର.ବି ହାଇସ୍କୁଲର ବରିଷ୍ଠ ଶିକ୍ଷକ ତଥା ବୋର୍ଡ ପରୀକ୍ଷାରେ ପ୍ରଶ୍ନପତ୍ର

Read more

Advertisement

ଏବେ ଏବେ