ମହାରାଜା ହାଇସ୍କୁଲରେ ବାର୍ଷିକ କ୍ରୀଡା

ପାରଳାଖେମୁଣ୍ଡ-(ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡାଉତ୍ସବ ସ୍ଥାନୀୟ ଶ୍ରୀକୃଷ୍ଣ ଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର କ୍ରୀଡା ପଡିଆ ଠାରେ

Read more

ଗଜପତିରେ ରାଜ୍ୟ ଲୋକାୟୁକ୍ତଙ୍କ ସଚେତନତା କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, – (ତାରିଣୀ ପ୍ରସାଦ ପଣ୍ଡା) – ପାରଳାଖେମୁଣ୍ଡି ଆନ୍ଧ୍ର ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସଭାଗୃହ ଠାରେ ରାଜ୍ୟ ଲୋକାୟୁକ୍ତଙ୍କ ପକ୍ଷରୁ ଲୋକାୟୁକ୍ତ ଅଧିନିୟମକୁ

Read more

ଭ।ରତୀୟ ନୈତିକ ମୂଲ୍ୟବୋଧ ର କ।ର୍ଯ୍ୟ।ଶ।ଳ।

ପାରଳାଖେମୁଣ୍ଡି-(ତାରିଣୀ ପ୍ରସାଦ ପଣ୍ଡା)ବିଦ୍ୟା ଭାରତୀ ସଂସ୍କୃତି ଶିକ୍ଷା ସଂସ୍ଥାନ ତରଫରୁ ସଂସ୍କୃତି ଭବନ, କୁରୁକ୍ଷେତ୍ର ଦ୍ୱାରା ଆୟୋଜିତ ଭାରତୀୟ ନୈତିକ ମୂଲ୍ୟବୋଧର ସ୍ଥାପନ ର କ।ର୍ଯ୍ୟ।ଶ।ଳ। ସରସ୍ବତୀ

Read more

ଡିସେମ୍ବର ୧ ବିଶ୍ୱ ଏଡ୍ସ ଦିବସରାଜ୍ୟର ମୋଟରୋଗୀରୁ ୩୨.୨୪ % ଗଞ୍ଜାମରେ

ବୁଗୁଡା ( ଅନିଲ କୁମାର ମହାରଣା )୨୦୧୮-୧୯ ରେ ଓଡ଼ିଶାରେ ମୋଟ ୪୯୬୬୧ ଙ୍କ ଏଚଆଇଭି ପଜେଟିଭ ଥିବା ବେଳେ ସେଥି ମଧ୍ୟରୁ ଗଞ୍ଜାମରେ ଅଛନ୍ତି ୧୬୦୧୧

Read more

ଝାଡଖଣ୍ଡର ଓଡିଶା ଭାଷାଭାଷୀ ଅଂଚଳରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନୀ ପ୍ରଚାର

ଝାଡଖଣ୍ଡ– ଝାଡଖଣ୍ଡର ବିକାଶକୁ ନିରନ୍ତର ସେହି ଦିଗରେ ନେବାର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଝାଡଖଣ୍ଡରେ ଡବଲ ଇଞ୍ଜିନର ପୁନରାବୃତି ହେଉ । ଝାଡଖଣ୍ଡରେ ପୁଣି ବିଜେପି

Read more

ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାର ସମୀକ୍ଷା କଲେ ଜିଲ୍ଲାପାଳ

କେନ୍ଦ୍ରାପଡା – କେନ୍ଦ୍ରାପଡା ପଂଚାୟତ ସମିତି ସମ୍ମିଳନୀ କକ୍ଷରେ ଶନିବାର କେନ୍ଦ୍ରାପଡା ଓ ଡେରାବିଶି ବ୍ଲକର ଗ୍ରାମ୍ୟ ଗୃହ ନିର୍ମାଣ ଯୋଜନାର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ।

Read more

୩୫ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲାର ପ୍ରଥମ ଇକୋପାର୍କ

କେନ୍ଦ୍ରାପଡା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ପଂଚାୟତର ମାଳ ସାତଭଉଣୀ ପୀଠରେ ୩୫ଲକ୍ଷ ଟଙ୍କା ବ୍ୟୟରେ ଜିଲ୍ଲାର ସର୍ବ ପ୍ରଥମ ଇକୋ ପାର୍କ ସ୍ଥାପନ କରାଯିବ

Read more

ଦଳିତ ଯୁବତୀ ଆତ୍ମହତ୍ୟା ଘଟଣା,ତଦନ୍ତ ଆରମ୍ଭ କଲେ ଏଚଆରପିସି ଟିମ୍‌

ନାଉଗାଁ:ନାଉଗାଁ ଥାନା ଅନ୍ତର୍ଗତ ତେଂଟୋଇ ଗ୍ରାମରେ ଆତ୍ମହତ୍ୟା କରିଥିବା ଦଳିତ ଯୁବତୀଙ୍କ ପରିବାରରେ ଶନିବାର ଏଚଆରପିସି(ହ୍ୟୁମାନ ରାଇଟସ ପ୍ରୋଟେକସନ ସେଲ)ଟିମ ପହଁଚି ତଦନ୍ତ ଆରମ୍ଭ କରିଛି ।

Read more

ସାଇଁକୁଳ ଗୋଷ୍ଠୀ ସ୍ୱାସ୍ତ୍ୟକେନ୍ଦ୍ରରେ କାୟାକଳ୍ପ ଟିମ୍

ବେଲବାହାଳିି, – ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ ବିଭାଗର କାୟାକଳ୍ପ ଟିମ୍ ପରିଦର୍ଶନ କରିଛନ୍ତି । ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଲଲାଟେନ୍ଦୁ ନାୟକଙ୍କ ନେତୃତ୍ୱରେ ଟିବି, ଏଚଆଇଭି

Read more

ବିବେକାନନ୍ଦ ଯୁବ ସଂସଦ ପକ୍ଷରୁ ଆଲୋଚନା ଚକ୍ର

ହାଟଡ଼ିହି- ହାଟଡିହି ବ୍ଲକ ଶାଳଣିଆଁ ଉଚ୍ଚ ବିଦ୍ୟାଳୟରେ ବିବେକାନନ୍ଦ ଯୁବକସଂଘ ପକ୍ଷରୁ ‘ଆଧୁନିକ ଶିକ୍ଷା ବ୍ୟବସ୍ଥାର ଗତି ଓ ତହିଁରେ ବିଦ୍ୟାର୍ଥି ଙ୍କ ଭୁମିକା’ ଶିର୍ଷକ ଆଲୋଚନା

Read more

Advertisement

ଏବେ ଏବେ